fbpx
Home Women

Women

ବର୍ଷାଋତୁରେ ତ୍ୱଚାର ଯତ୍ନ ପାଇଁ ୫ଟି ଟିପ୍ସ୍

ବର୍ଷାଋତୁ ବର୍ଷର ଏକ ସୁନ୍ଦର ୠତୁ । ଏହି ସମୟରେ ଥଣ୍ଡା ପବନ ବହିଥାଏ । ତେବେ ଏହି ଋତୁରେ ତ୍ୱଚା, କେଶ ଏବଂ ଶରୀରର ଯତ୍ନ ନେବାର ଆବଶ୍ୟକତା ରହିଛି ।ଏହି...

ଶାଢୀ ପିନ୍ଧୁଥିଲେ

ଶାଢୀ ଭାରତୀୟ ସଂସ୍କୃତି ପ୍ରତୀକ । ଏହା ନାରୀର ପାରଂପାରିକ ପରିଧାନ । ତେବେ ଆଜିକାଲି କିଛି ପରିବର୍ତ୍ତନ ଘଟି ପୁରୁଣା ଢଙ୍ଗ ପରିବର୍ତ୍ତେ ନୂଆ ଷ୍ଟାଇଲରେ ଶାଢୀ ପରିଧାନ କରିବା ଦେଖ।।ଉଛି...

ଶାଶୁ ଘରେ ବୋହୂ

ଗତକାଲିର ଝିଅ ଆଜିର ବୋହୂ; ସେ ପୁଣି ହୁଏ ଆସନ୍ତାକାଲିକୁ ଶାଶୁ । ଜୀବନର ତିନିଟି ପାହାଚରେ ଜଣକର ତିନିଟି ରୂପ । ଏହି ରୂପାନ୍ତରରେ କେତେବେଳେ ସେ ଦୁଲାଳ ଦୁହିତା, କେତେବେଳେ...

ଆପଣ କମରବନ୍ଧ ବ୍ୟବହାର କରିବାକୁ ଇଚ୍ଛୁକ କି ?, ଜାଣିରଖନ୍ତୁ ସେ ସମ୍ପର୍କରେ…

ବର୍ତ୍ତମାନ ଫ୍ୟାଶନରେ ବେଲି ଚେନ୍ ବା କମରବନ୍ଧର ଖୁବ୍ ଡିମାଣ୍ଡରେ ରହିଛି । ଏହା ଶାଢ଼ି, ଲେହେଙ୍ଗା ହେଉ ଅବା ୱାନ୍ପିସ୍ ଏଥିନିକ୍ ଗାଉନ୍ ଭଳି ପ୍ରତ୍ୟେକ ଗେଟ୍ଅପ୍କୁ ସୁନ୍ଦର ଏବଂ ଆକର୍ଷଣୀୟ...

ଆକର୍ଷଣୀୟ ଦିଶିବା ପାଇଁ ଗ୍ଲିଟର

ମେକ୍ଅପ୍ ଚେହେରାର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ । ଏବେ ଏହି ମେକ୍ଅପ୍ରେ ଗ୍ଲିଟର୍ ରହିଛି ସବୁଠୁ ଆଗରେ । ଗ୍ଲିଟର୍ ସାହାଯ୍ୟରେ ଚେହେରାକୁ ଏକ ଭିନ୍ନ ଲୁକ୍ ଦେଇପାରିବେ । ପାର୍ଟି ବା...
- Advertisment -

Most Read

ରାଜ୍ୟରେ ପ୍ରଥମ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ମହାମାରୀ କରୋନା ରାଜ୍ୟରେ ପ୍ରଥମ ମୁଣ୍ଡ ନେଇଛି। ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ୭୨ ବର୍ଷୀୟ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ତାଙ୍କ ଘର ଭୁବନେଶ୍ୱରର ଝାରପଡ଼ା ଅଞ୍ଚଳରେ। ସେ ଏପ୍ରିଲ ୪...

ରାଜଧାନୀରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱରରେ ଆଜି ପୁଣି ଜଣେ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ତାଙ୍କ ଘର  ୟୁନିଟ୍‌ ୪ ମଧୁସୂଦନ ନଗରରେ। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ କରାଯାଇଛି। ଯୁବକ ଜଣକ ବୟସ...

କେନ୍ଦ୍ରାପଡାର ୧୨ ଗାଁ ୪୮ଘଣ୍ଟା ପାଇଁ ସିଲ୍‌

କେନ୍ଦ୍ରାପଡ଼ା: କେନ୍ଦ୍ରାପଡାର ଜଣେ ୩୨ ବର୍ଷୀୟ ଯୁବକ କରୋନା ପଜିଟିଭ୍  ଚିହ୍ନଟ ହୋଇଛନ୍ତି। ଏହି ଯୁବକ ଜଣକ ଗତ ମାସ ୨୪ ତାରିଖରେ ଦୁବାଇରୁ ଫେରିଥିଲେ । ଏହି ସଂକ୍ରମିତ ଯୁବକ ଜଣକ...

ରିଲିଜ ହେଲା “ମୁସ୍କୁରାଏଗା ଇଣ୍ଡିଆ…ଫିର୍ ଜିତ ଜାଏଗା ଇଣ୍ଡିଆ’, ଭିଡିଓ ସେୟାର ବଲିଉଡ ଆକ୍ଟରଙ୍କୁ ସଲାମ ଜଣାଇଲେ ମୋଦି

ବିଶ୍ୱରେ କରୋନା ଭାଇରସର ପ୍ରକୋପକୁ ନଜର ରଖି ଫିଲ୍ମ ଜଗତର ଜଣାଶୁଣା ଅଭିନେତାଅଭିନେତ୍ରୀ ଏକଜୁଟ୍ ହୋଇଥିବା ଦର୍ଶାଇଛନ୍ତି । କରୋନାକୁ ନେଇ ଲୋକଙ୍କ ମଧ୍ୟରେ ଡରକୁ ଦୂର କରିବା ପାଇଁ "ମୁସ୍କୁରାଏଗା ଇଣ୍ଡିଆ...ଫିର୍...
>