ଇତିହାସ ରଚିଲେ ଦୂତୀ, ପୁଣି ଦେଶକୁ ରୌପ୍ୟ ପଦକ ଦେଲେ

ଜାକର୍ତ୍ତ : ଏଠାରେ ଚାଲିଥିବା ଏସିଆନ ଗେମ୍ସରେ ପୁଣି ଚମକିଛି । ଆଜି ଅନୁଷ୍ଠିତ ହୋଇଥିବା ୨୦୦ ମିଟର ଦୌଡ ପ୍ରତିଯୋଗିତାରେ ଦୂତୀ ଦ୍ୱିତୀୟ ସ୍ଥାନରେ ରହି ଦେଶକୁ ରୌପ୍ୟ ପଦକ ଦେଇଛନ୍ତି । ସେ ୨୩.୨ ସେକେଣ୍ଡରେ ତାଙ୍କର ଲକ୍ଷ୍ୟ ହାସଲ କରିଥିଲେ । ପୂର୍ବରୁ ଦୂତି ୧୦୦ ମିଟରରେ ମଧ୍ୟ ରୌପ୍ୟ ପଦକ ଜିତି ଦେଶକୁ ଗୌରବ ଅର୍ଜନ କରିଥିଲେ । ଏହି ସଫଳତା ପାଇଁ ତାଙ୍କୁ ସବୁ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

Loading...
>