fbpx
Home Sports ପୁତ୍ର ସନ୍ତାନର ଜନକ ହେଲେ ସୁରେଶ ରାଇନା

ପୁତ୍ର ସନ୍ତାନର ଜନକ ହେଲେ ସୁରେଶ ରାଇନା

ନୂଆଦିଲ୍ଲୀ : ବାମହାତୀ କ୍ରିକେଟର ସୁରେଶ ରାଇନା ପୁଣି ଥରେ ପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଆଜି ତାଙ୍କର ପତ୍ନୀ ପ୍ରିୟଙ୍କା ରାଇନା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିବା ସୁରେଶ ରାଇନା ନିଜର ଫେସବୁକ ଆକାଉଣ୍ଟରେ ସୂଚନା ଦେଇଛନ୍ତି । ଏଥିରେ ନବଜାତ ପୁତ୍ର ସନ୍ତାନକୁ ପ୍ରିୟଙ୍କା କାଖେଇଥିବା ବେଳେ ସୁରେଶ ରାଇନ ସ୍ମିତହସ୍ୟ ଦେଉଥିବା ଫଟୋରେ ଦେଖିବାକୁ ମିଳୁଛି ।

The beginning of all things – wonder, hope, possibilities and a better world! We are proud to welcome our son & Gracia’s…

Posted by Suresh Raina on Monday, March 23, 2020

ଏଥିରେ ସେ ଲେଖିଛନ୍ତି ଯେ, ମୋର ପୁତ୍ର ତଥା ଝିଅ ଗ୍ରାସିଆର ଛୋଟ ଭାଇ ରିଓ ରାଇନକୁ ଢେର ସାରା ସ୍ୱାଗତ । ପୂର୍ବ ସୁରେଶ ରାଇନା ଏକ କନ୍ୟା ସନ୍ତାନର ଜନକ ହୋଇଥିଲେ । ଏବେ ଭାରତୀୟ ଦଳରୁ ବାହାରେ ଥିବା ବେଳେ ଆଗାମୀ ଆଇପିଏଲରେ ତାଙ୍କୁ ସିଏସକେ ପକ୍ଷରୁ ଖେଳୁଥିବାର ଦେଖିବାକୁ ମିଳିବ । କରୋନା ପାଇଁ ଆଇପିଏଲକୁ ଅନିର୍ଦ୍ଦିଷ୍ଟ ପାଇଁ ଘୁଞ୍ଚାଇ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ଓଡ଼ିଶାବାସୀଙ୍କ ସହଯୋଗ ଓ ସଚେତନତା ପାଇଁ କମ୍ କେସ୍ ଆସିଛି : ସୁବ୍ରତ ବାଗଚୀ

ଭୁବନେଶ୍ୱର: ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ଅପଡ଼େଟ୍ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ରାଜ୍ୟର ପ୍ରଥମ ପଜିଟିଭ୍ ୧୫ମାର୍ଚ୍ଚରେ ଜଣାପଡ଼ିଥିଲା । ସେହିପରି ରାଜ୍ୟର...

ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ : ସବୁ ଜିଲ୍ଲାରେ ଖୋଲିବ COVID-19 ହସ୍ପିଟାଲ୍

ଭୁବନେଶ୍ୱର : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାର ଲାଗିଛି । ସ୍ଥିତିକୁ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ତିନି ଥିବା...

ଟି-୨୦ ବିଶ୍ୱକପ ନହେଲେ ଆଇପିଏଲ ହେବ : ସୂତ୍ର

ନୂଆଦିଲ୍ଲୀ : ବର୍ତ୍ତମାନ କରୋନା ଭାଇରସ ସଂକ୍ରମଣ ଯୋଗୁଁ ବହୁ ବିଶ୍ୱସ୍ତରୀୟ କ୍ରୀଡା ଇଭେଣ୍ଟକୁ ସ୍ଥଗିତ କିମ୍ବା ବାତିଲଲ କରାଯାଇଛି । କ୍ରିକେଟର ସବୁଠୁ ବ୍ୟୟବହୁଳ ଓ ଆକର୍ଷଣୀୟ ଇଭେଣ୍ଟ ଆଇପିଏଲକୁ ମଧ୍ୟ...

ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ ଚିହ୍ନଟ

ସାଉଥବଲଣ୍ଡା:ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଜ୍ୱାଳାମୁଖୀ ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ ଗତକାଲି ନିଶାର୍ଦ୍ଧରେ ଚିହ୍ନଟ ହୋଇଯାଇଛି । ଗୋପାଳପ୍ରସାଦସ୍ଥିତ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗରେ ପ୍ରାୟ ୪୦୦ମିଟର ଦୂରରେ ଥିବା ଅରା ବାଉଁଶବଣ ନିକଟସ୍ଥ...

Recent Comments

>