ଏହି ମଡେଲଙ୍କୁ କିସ୍ କରିଥିଲେ ରୋହିତ, ହୋଇପାରେ ବଡ ଖୁଲାସ

ନିଜର ହଟ୍ ଆନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ମଡେଲ ସୋଫିଆ ହୟାତ ଭାରତୀୟ କ୍ରିକେଟର ରୋହିତ ଶର୍ମାଙ୍କ ସହ ତାଙ୍କ ସଂପର୍କରେ ବିଷୟରେ ଆଶ୍ଚର୍ଯ୍ୟ କଲା ଭଳି ଏକ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ,ମୁଁ ରୋହିତଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ ଥିଲି । ସୋଫିଆ ନିଜର ଏକ ପୁସ୍ତକ ଲେଖୁଛନ୍ତି । ଯେଉଁଥିରେ ରୋହିତ ଓ ତାଙ୍କ ମଧ୍ୟରେ ଥିବା ସଂପର୍କରେ ସେ ଲେଖିବେ । ଏହାପୂର୍ବରୁ ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ମୋତେ ରୋହିତ କିସ୍ କରିଛନ୍ତି ।

Loading...
>