fbpx
Home Sports ଆଇସୋଲେସନରେ ବିରୁଷ୍କା: ଦେଲେ ସଚେତନତାର ମେସେଜ୍

ଆଇସୋଲେସନରେ ବିରୁଷ୍କା: ଦେଲେ ସଚେତନତାର ମେସେଜ୍

ମୁମ୍ବାଇ:  କରୋନା ଭାଇରସ ପାଇଁ ବଲିଉଡର ଅନେକ ସେଲିବ୍ରିଟୀ ନିଜକୁ ଆଇସୋଲେସନରେ ରଖିଛନ୍ତି। ଏହି ସମୟରେ ଅନୁଷ୍କା ଶର୍ମା ଓ ତାଙ୍କ ପତି ତଥା ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ନିଜ କାମ ଓ ମ୍ୟାଚ କ୍ୟାନସଲ କରି ଘରେ ରହିଛନ୍ତି। କ୍ରିକେଟ ଓ ଫିଲ୍ମ୍ ଜଗତର ଏହି ଚର୍ଚ୍ଚିତ ଯୋଡି ଘରେ ସମୟ ବିତାଉଛନ୍ତି। ଏଥିରେ ଉଭୟଙ୍କୁ ନୂଆ ରୂପରେ ଦେଖିବାକୁ ମିଳିଛି।ଅନୁଷ୍କା ନିଜ ଇନଷ୍ଟାଗ୍ରାମରେ ବିରାଟଙ୍କ ସହ ଏକ କ୍ୟୁଟ ଫଟୋ ସେୟାର କରିଛନ୍ତି। ଏଥିରେ ଉଭୟ ଅଜବ ମୁହଁ କରି ମଜା କରୁଛନ୍ତି।

View this post on Instagram

Stay Home. Stay Safe. Stay Healthy. 🙏🏻

A post shared by AnushkaSharma1588 (@anushkasharma) on

ଫଟୋ ସେୟାର କରି ଅନୁଷ୍କା ପରସ୍ପରକୁ ବିଭିନ୍ନ ଉପାୟରେ ଭଲ ପାଉଥିବା ଲେଖିଛନ୍ତି।ଅନୁଷ୍କାଙ୍କ ଏହି ପୋଷ୍ଟକୁ କୋଟିଏରୁ ଅଧିକ ଲୋକ ଲାଇକ କରିଛନ୍ତି। ସେ ନିକଟରେ ଏକ ଭିଡିଓ ପୋଷ୍ଟ କରି କରୋନା ବ୍ୟାପିବାକୁ ରୋକିବା ପାଇଁ ସାବଧାନ ହେବାକୁ ଲୋକଙ୍କୁ ଅପିଲ କରିଥିଲେ। ସେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ହାତ ଧୋଇବା ଚ୍ୟାଲେଞ୍ଜକୁ ସ୍ୱୀକାର କରିଥିଲେ। ସେ ଲୋକଙ୍କୁ ହାତ ଧୋଇବାର ଉପାୟ କହିଛନ୍ତି।ଏହା ବ୍ୟତୀତ ସେ ପତ୍ନୀ ବିରାଟଙ୍କ ସହ ମିଶି ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ଜନତାଙ୍କୁ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ଓଡ଼ିଶାବାସୀଙ୍କ ସହଯୋଗ ଓ ସଚେତନତା ପାଇଁ କମ୍ କେସ୍ ଆସିଛି : ସୁବ୍ରତ ବାଗଚୀ

ଭୁବନେଶ୍ୱର: ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ଅପଡ଼େଟ୍ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ରାଜ୍ୟର ପ୍ରଥମ ପଜିଟିଭ୍ ୧୫ମାର୍ଚ୍ଚରେ ଜଣାପଡ଼ିଥିଲା । ସେହିପରି ରାଜ୍ୟର...

ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ : ସବୁ ଜିଲ୍ଲାରେ ଖୋଲିବ COVID-19 ହସ୍ପିଟାଲ୍

ଭୁବନେଶ୍ୱର : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାର ଲାଗିଛି । ସ୍ଥିତିକୁ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ତିନି ଥିବା...

ଟି-୨୦ ବିଶ୍ୱକପ ନହେଲେ ଆଇପିଏଲ ହେବ : ସୂତ୍ର

ନୂଆଦିଲ୍ଲୀ : ବର୍ତ୍ତମାନ କରୋନା ଭାଇରସ ସଂକ୍ରମଣ ଯୋଗୁଁ ବହୁ ବିଶ୍ୱସ୍ତରୀୟ କ୍ରୀଡା ଇଭେଣ୍ଟକୁ ସ୍ଥଗିତ କିମ୍ବା ବାତିଲଲ କରାଯାଇଛି । କ୍ରିକେଟର ସବୁଠୁ ବ୍ୟୟବହୁଳ ଓ ଆକର୍ଷଣୀୟ ଇଭେଣ୍ଟ ଆଇପିଏଲକୁ ମଧ୍ୟ...

ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ ଚିହ୍ନଟ

ସାଉଥବଲଣ୍ଡା:ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଜ୍ୱାଳାମୁଖୀ ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ ଗତକାଲି ନିଶାର୍ଦ୍ଧରେ ଚିହ୍ନଟ ହୋଇଯାଇଛି । ଗୋପାଳପ୍ରସାଦସ୍ଥିତ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗରେ ପ୍ରାୟ ୪୦୦ମିଟର ଦୂରରେ ଥିବା ଅରା ବାଉଁଶବଣ ନିକଟସ୍ଥ...

Recent Comments

>