Home Sports ସଇତିହାସ ରଚିଲେ ରସିଦ, ଏହି ମାମଲାରେ ବିଶ୍ୱର ପ୍ରଥମ ସ୍ପିନର ବନିଲେ

ସଇତିହାସ ରଚିଲେ ରସିଦ, ଏହି ମାମଲାରେ ବିଶ୍ୱର ପ୍ରଥମ ସ୍ପିନର ବନିଲେ

ନୂଆଦିଲ୍ଲୀ : ଆୟରଲ୍ୟାଣ୍ଡ ବିପକ୍ଷର ଟି-୨୦ ସିରିଜକୁ ଆଫଗାନିସ୍ତାନ କ୍ଲିନସୁଇପ କରିଛି । ରବିବାର ଆର‌୍ୟଲାଣ୍ଡକୁ ୩୨ ରନ ହରାଇଛି ଆଫଗାନିସ୍ତାନ । ଏହି ମ୍ୟାଚରେ ଆଫଗାନି ସ୍ପିନର ରସିଦ୍ ଖାନ୍ ହରି ବନିଥିଲେ । ଏହି ମ୍ୟାଚରେ ସେ ତାଙ୍କ ନାମରେ ଏକ ବିଶ୍ୱରେକର୍ଡ ଯୋଡିଛନ୍ତି । ରସିଦ୍ ଏହି ମ୍ୟାଚରେ ହାଟ୍ରିକ୍ ସମେତ ଲଗାତାର ୪ ବଲରେ ୪ ଉଇକେଟ୍ ନେଇଛନ୍ତି । ସେ ଟି-୨୦ ଦ୍ୱିତୀୟ ଥର ପାଇଁ ହ୍ୟାଟ୍ରିକ ନେବାରେ ବିଶ୍ୱର ପ୍ରଥମ ସ୍ପିନର ହୋଇଛନ୍ତି । ଆଫଗାନିସ୍ତାର ଷ୍ଟାର ସ୍ପିନର ରସିଦ ମ୍ୟାଚର ୧୬ତମ ଓଭରର ଶେଷ ବଲରେ ଆର‌୍ୟଲାଣ୍ଡ କେବିନ ଓ ବ୍ରାୟନ(୭୪)କୁ ଆଉଟ୍ କରିଥିଲେ । ପରେ ତାଙ୍କର ଆଗାମୀ ଓଭରରେ ଲଗାତାର ତିନି ବଲରେ ତିନି ଉଇକେଟ୍ ନେଇଥିଲେ । ଟି-୨୦ରେ ଲଗାତାର ୪ ଉଇକେଟ ନେବାରେ ବିଶ୍ୱର ଏକମାତ୍ର ବୋଲର ହୋଇପାରିଛନ୍ତି । ଦିନିକିଆରେ ଶ୍ରୀଲଙ୍କା ପେସର ଲସିଥ ମାଲିଙ୍ଗା ଏହି କାମ ଆଗରୁ କରି ସାରିଛନ୍ତି । ସେ ୨୦୦୭ ବିଶ୍ୱକପରେ ଦ.ଆଫ୍ରିକା ବିପକ୍ଷରେ କରିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ଝିଅ ବାହାଘର ପାଇଁ ରଖିଥିଲେ, ସବୁ ଜଳିଗଲା

ଭୁବନ : ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ବାଉଁଶକଣ ମାଟିଆ ସାହିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଗତକାଲି ରାତି ୧୦ଟା ୩୦ମିନିଟରେ ଅଗ୍ନିକାଣ୍ଡ ଘଟିଥିଲା । ଅଳ୍ପକେ ବର୍ତ୍ତି ଯାଇଛନ୍ତି...

ପୁଣି ଭାରତୀୟ ବ୍ୟାଟ୍ସମ୍ୟାନ ଫେଲ : ଦ୍ୱିତୀୟ ଟେଷ୍ଟରେ ୨୪୨ରେ ଅଟକିଲା

ଖ୍ରୀଷ୍ଟଚର୍ଚ୍ଚ ୨୯।୦୨: ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚରେ ୨ୟ ଟେଷ୍ଟ ମ୍ୟାଚ୍‌ ଖେଳାଯାଉଛି । ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ୨ୟ ଟେଷ୍ଟ ମ୍ୟାଚ୍‌ ଖେଳାଯାଉଛି । ୨ଟେଷ୍ଟରେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ନ୍ୟୁଜିଲାଣ୍ଡ...

କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ଦିନଟି ଶୁଭ ଫଳ ଦାୟକ ହେବ । ଗୃହ ଭୂମିରେ ଉନ୍ନତିି, ଉତ୍ତମ ବନ୍ଧୁ ସମ୍ପର୍କ, ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ କ୍ରୟ, ଅର୍ଥାଗମ, ଗୃହରେ ଅତିଥି ସମାଗମ ଓ ଦୂର...

ଶ୍ରୀଜିଉଙ୍କୁ ଦର୍ଶନ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ପୁରୀ: ଗତକାଲିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସକାଳ ୮ଟା ୧୦ରେ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ...

Recent Comments

>