fbpx
Home Sports

Sports

ସହାୟତାର ହାତ ବଢାଇଲେ ବିରୁଷ୍କା, ଲୋକଙ୍କ ଦୁଃଖରେ ଆମେ ଭାଙ୍ଗିପଡିଛୁ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଓ ତାଙ୍କର ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା କରୋନା ଭାଇରସର ମୁକାବିଲା ପାଇଁ ସହାୟତା ହାତ ବଢାଇ ପ୍ରଧାନମନ୍ତ୍ରୀ...

କରୋନା ମୁକାବିଲା ଅଭିଯାନରେ ମହିଳା କ୍ରିକେଟର

ଲଣ୍ଡନ : କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ବ୍ରିଟେନ୍‌ରେ ନ୍ୟାସନାଲ ହେଲଥ ସର୍ଭିସ(ଏନ୍‌ଏଚ୍‌ଏସ) ପକ୍ଷରୁ ଜୋରଦାର ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନରେ ଇଂଲଣ୍ଡର ମହିଳା କ୍ରିକେଟ ଦଳର ଅଧିନାୟିକା...

ଲକଡାଉନ : ପତି ବିରାଟଙ୍କ କେଶ କାଟିଲେ ଅନୁଷ୍କା, ଭିଡିଓ ହେଲା ଭାଇରାଲ

ମୁମ୍ବାଇ : କରୋନା ଭାଇରସ୍ ମୁକାବିଲା ପାଇଁ ଦେଶବ୍ୟାପୀ ଲକ୍ ଡାଉନ୍ ଚାଲିଛି । ଫଳରେ ସମସ୍ତେ ନିଜ ନିଜ ଘରେ ରହିଛନ୍ତି । ଏମିତିରେ ସବୁ ସେଲିବ୍ରିଟିମାନେ ମଧ୍ୟ ଘରେ ରହିଛନ୍ତି...

ଧୋନୀଙ୍କ ୧ଲକ୍ଷ ଟଙ୍କା ଦାନ ସଂପର୍କରେ ମୁହଁ ଖୋଲିଲେ ପତ୍ନୀ ସାକ୍ଷୀ

ନୂଆଦିଲ୍ଲୀ:  ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କରୋନା ଭାଇରସ ପ୍ରଭାବିତ ୧୦୦ ପରିବାରକୁ ୧ ଲକ୍ଷ ଟଙ୍କା ଦାନ କରିଥିବା କୁହାଯାଉଛି । ଏହାପରେ ସୋସିଆଲ ମିଡିଆରେ...

ବନ୍ଦ ହୋଇପାରେ ଆଇପିଏଲ-୨୦୨୦ ! ସ୍ଥଗିତ ହେଲା ବିସିସିଆଇ-ମାଲିକଙ୍କ ଭିଡିଓ କନଫରେନ୍ସିଂ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ : ଆଇପିଏଲ ଫ୍ୟାନଙ୍କ ପାଇଁ ଆଉ ଏକ ଖରାପ ଖବର । ୧୫ ଅପ୍ରେଲ ଯାଏଁ ସ୍ଥଗିତ ରଖାଯାଇଥିବା ବିଶ୍ୱର ଲୋକପ୍ରିୟ ଲିଗ୍ ଆଇପିଏଲ -୨୦୨୦କୁ ଅନିଶ୍ଚିତତା ଜାରି ରହିଛି ।...

ପୁତ୍ର ସନ୍ତାନର ଜନକ ହେଲେ ସୁରେଶ ରାଇନା

ନୂଆଦିଲ୍ଲୀ : ବାମହାତୀ କ୍ରିକେଟର ସୁରେଶ ରାଇନା ପୁଣି ଥରେ ପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଆଜି ତାଙ୍କର ପତ୍ନୀ ପ୍ରିୟଙ୍କା ରାଇନା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିବା...

ଏହି କାରଣରୁ ଫେସବୁକରୁ ଦୂରେଇ ଯାଇଥିଲେ ଭୁବନେଶ୍ୱର କୁମାର

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ୍‌ ଦଳର ସୁଇଂ କିଙ୍ଗ୍‌ ଭାବେ ପରିଚିତ ଭୁବନେଶ୍ୱର କୁମାର ସୋସିଆଲ ମିଡିଆ ଫେସ୍‌ବୁକ୍‌ଠାରୁ ନିଜକୁ କାହିଁକି ଦୂରେଇ ରଖିଛନ୍ତି, ଏହାର ଉନ୍ମୋଚନ ସେ ନିଜେ କରିଛନ୍ତି। ‘ସ୍ପାଇସ୍‌ ପିଚ୍‌’ ନାମକ...

ମରିବା ପୂର୍ବରୁ ଧୋନୀଙ୍କ ଏହି ସଟ୍ ଦେଖିବାକୁ ଚାହାଁନ୍ତି ଗାଭାସ୍କର

ଆଇସିସି ୨୦୧୧ ଦିନିକିଆ ବିଶ୍ୱକପ୍‌ ଭାରତୀୟ ପ୍ରଶଂସକଙ୍କ ମନରେ ସର୍ବଦା ଲିପି ବଦ୍ଧ ହୋଇ ରହିବ। ଓ୍ବାଙ୍ଖଡେ ଷ୍ଟାଡିୟମରେ ଶ୍ରୀଲଙ୍କା ବିପକ୍ଷ ଫାଇନାଲରେ ମହେନ୍ଦ୍ର ସିଂ ଧୋନୀଙ୍କ ସେହି ବିଶ୍ୱକପ୍‌ ବିଜୟୀ ଛକାକୁ...

ଆଇସୋଲେସନରେ ବିରୁଷ୍କା: ଦେଲେ ସଚେତନତାର ମେସେଜ୍

ମୁମ୍ବାଇ:  କରୋନା ଭାଇରସ ପାଇଁ ବଲିଉଡର ଅନେକ ସେଲିବ୍ରିଟୀ ନିଜକୁ ଆଇସୋଲେସନରେ ରଖିଛନ୍ତି। ଏହି ସମୟରେ ଅନୁଷ୍କା ଶର୍ମା ଓ ତାଙ୍କ ପତି ତଥା ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି...

ଧୋନୀଙ୍କୁ ନେଇ ବଡ ବୟାନ ଦେଲେ ଗାଭାସ୍କର

ନୂଆଦିଲ୍ଲୀ ୨୦।୦୩: ଭାରତୀୟ କ୍ରିକେଟ୍ ଦଲର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ନିଜର ଶେଷ ଅନ୍ତର୍ଜାତୀୟ ମୁକାବିଲା ୨୦୧୯ ଜୁଲାଇରେ ଖେଳିଥିଲେ। ନ୍ୟୁଜିଲାଣ୍ଡ ବିପକ୍ଷରେ ବିଶ୍ଵ କପ ସେମି ଫାଇନାଲରେ ଧୋନୀ...

ଆଇସୋଲେସନରେ ନ୍ୟୁଜିଲ୍ୟାଣ୍ଡ ଖେଳାଳି

ୱିଲିଙ୍ଗଟନ୍‌: କରୋନା ଭାଇରସ ସଂକ୍ରମଣକୁ ଆଖି ଆଗରେ ରଖି ନ୍ୟୁଜିଲ୍ୟାଣ୍ଡ ସରକାର ବ୍ୟାପକ କଟକଣା ଓ ସତର୍କତା ବ୍ୟବସ୍ଥା ଗ୍ରହଣ କରିଛନ୍ତି । କ୍ରିକେଟରମାନଙ୍କ କ୍ଷେତ୍ରରେ ମଧ୍ୟ ଏହା ଲାଗୁ ହୋଇଛି ।...

ଧୋନିଙ୍କ ପ୍ରତ୍ୟାବର୍ତ୍ତନ ଏତେ ସହଜ ନୁହେଁ : ସେହ୍ୱାଗ

ଅହମ୍ମଦାବାଦ,: ଭାରତୀୟ ଦଳକୁ ମହେନ୍ଦ୍ର ସିଂ ଧୋନିଙ୍କ ପ୍ରତ୍ୟାବର୍ତ୍ତନ ଏତେ ସହଜ ନୁହେଁ ବୋଲି ପୂର୍ବତନ ଓପନର ବୀରେନ୍ଦ୍ର ସେହ୍ୱାଗ ପୂର୍ବାନୁମାନ କରିଛନ୍ତି । ସେ କହିଛନ୍ତି ଯେ, ଗତ କିଛିମାସ ମଧ୍ୟରେ...
- Advertisment -

Most Read

ରାଜ୍ୟରେ ପ୍ରଥମ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ମହାମାରୀ କରୋନା ରାଜ୍ୟରେ ପ୍ରଥମ ମୁଣ୍ଡ ନେଇଛି। ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ୭୨ ବର୍ଷୀୟ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ତାଙ୍କ ଘର ଭୁବନେଶ୍ୱରର ଝାରପଡ଼ା ଅଞ୍ଚଳରେ। ସେ ଏପ୍ରିଲ ୪...

ରାଜଧାନୀରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱରରେ ଆଜି ପୁଣି ଜଣେ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ତାଙ୍କ ଘର  ୟୁନିଟ୍‌ ୪ ମଧୁସୂଦନ ନଗରରେ। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ କରାଯାଇଛି। ଯୁବକ ଜଣକ ବୟସ...

କେନ୍ଦ୍ରାପଡାର ୧୨ ଗାଁ ୪୮ଘଣ୍ଟା ପାଇଁ ସିଲ୍‌

କେନ୍ଦ୍ରାପଡ଼ା: କେନ୍ଦ୍ରାପଡାର ଜଣେ ୩୨ ବର୍ଷୀୟ ଯୁବକ କରୋନା ପଜିଟିଭ୍  ଚିହ୍ନଟ ହୋଇଛନ୍ତି। ଏହି ଯୁବକ ଜଣକ ଗତ ମାସ ୨୪ ତାରିଖରେ ଦୁବାଇରୁ ଫେରିଥିଲେ । ଏହି ସଂକ୍ରମିତ ଯୁବକ ଜଣକ...

ରିଲିଜ ହେଲା “ମୁସ୍କୁରାଏଗା ଇଣ୍ଡିଆ…ଫିର୍ ଜିତ ଜାଏଗା ଇଣ୍ଡିଆ’, ଭିଡିଓ ସେୟାର ବଲିଉଡ ଆକ୍ଟରଙ୍କୁ ସଲାମ ଜଣାଇଲେ ମୋଦି

ବିଶ୍ୱରେ କରୋନା ଭାଇରସର ପ୍ରକୋପକୁ ନଜର ରଖି ଫିଲ୍ମ ଜଗତର ଜଣାଶୁଣା ଅଭିନେତାଅଭିନେତ୍ରୀ ଏକଜୁଟ୍ ହୋଇଥିବା ଦର୍ଶାଇଛନ୍ତି । କରୋନାକୁ ନେଇ ଲୋକଙ୍କ ମଧ୍ୟରେ ଡରକୁ ଦୂର କରିବା ପାଇଁ "ମୁସ୍କୁରାଏଗା ଇଣ୍ଡିଆ...ଫିର୍...
>