fbpx
Home Recipes କେମିତି ତିଆରି କରିବେ ମଶରୁମ୍ ମସଲା ଟୋଷ୍ଟ

କେମିତି ତିଆରି କରିବେ ମଶରୁମ୍ ମସଲା ଟୋଷ୍ଟ

ସାମଗ୍ରୀ: ମଶରୁମ ୍(ଛତୁ)- ୨୫୦ ଗ୍ରାମ୍, ରିଫାଇନ୍ ତେଲ- ୨୫୦ ଗ୍ରାମ୍, ଜିରା- ୧/୨ ଚାମଚ, ଲଙ୍କା ଗୁଣ୍ଡ୨ଚାମଚ, କଟା ରସୁଣ- ୫, କଟା ପିଆଜ- ୧, ହଳଦୀ ଗୁଣ୍ଡ- ୧/୨ ଚାମଚ, କଞ୍ଚା ଲଙ୍କା- ୨, ଧନିଆ ଗୁଣ୍ଡ- ୧/୨ ଚାମଚ, ଜିରା ଗୁଣ୍ଡ୧/୨ ଚାମଚ, କଟା ଟମାଟୋ- ୧, ବ୍ରେଡ୍ ପିସ୍- ୧ ଚାମଚ, ଚିନି- ୧ ଚାମଚ, ବଟର୍- ୧ଚାମଚ, ଲେମ୍ବୁ ରସ- ୨ ଚାମଚ, ପାଣି ଓ ଲୁଣ (ସ୍ୱାଦ ଅନୁସାରେ) ।
ପ୍ର୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଗ୍ୟାସ୍ରେ ପ୍ୟାନ୍ ବସାଇ ତେଲ ଗରମ କରନ୍ତୁ । ସେଥିରେ ଜିରା, ଶୁଖିଲା ଲଙ୍କା, ରସୁଣ ଓ ପିଆଜ ପକାଇ କିଛି ସମୟ ଭାଜନ୍ତୁ । ଏହାପରେ ହଳଦୀ, ଲଙ୍କା ଗୁଣ୍ଡ ଧନିଆ ଗୁଣ୍ଡ ଓ ଜିରା ଗୁଣ୍ଡ ପକାଇ ମସଲା କଷନ୍ତୁ । ସେଥିରେ ସାମାନ୍ୟ ପାଣି ଦେଇ ଫୁଟାନ୍ତୁ । ମସଲା କଷି ହୋଇଗଲା ପରେ ଟମାଟୋ ଓ ଚିନି ପକାଇ ଭଲଭାବେ ମିଶାଇ ଦିଅନ୍ତୁ । ଏବେ ସେଥିରେ ଛତୁ, ଲୁଣ, ଲେମ୍ବୁ ରସ ଏବଂ ୧ ଚାମଚ ବଟର୍ ପକାଇ ଭଲଭାବେ ଗୋଳାନ୍ତୁ । ପରେ ପାଉଁରୁଟିକୁ ଓଭେନ୍ରେ ୧୮୦ ଡିଗ୍ରୀ ତାପାମାତ୍ରରେ ଗରମ କରନ୍ତୁ । ଛତୁ ସିଝିଗଲା ପରେ ତାକୁ ବ୍ରେଡ୍ ଉପରେ ରଖି ପୁଣି ଥରେ ଓଭେନ୍ରେ ପାଞ୍ଚ ମିନିଟ୍ ପାଇଁ ରଖନ୍ତୁ । ଏବେ ବାହାରକୁ କାଢ଼ି ଗରମ ଗରମ ପରଷନ୍ତୁ ମଶରୁମ୍ ମସଲା ଟୋଷ୍ଟ୍ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ଓଡ଼ିଶାବାସୀଙ୍କ ସହଯୋଗ ଓ ସଚେତନତା ପାଇଁ କମ୍ କେସ୍ ଆସିଛି : ସୁବ୍ରତ ବାଗଚୀ

ଭୁବନେଶ୍ୱର: ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ଅପଡ଼େଟ୍ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ରାଜ୍ୟର ପ୍ରଥମ ପଜିଟିଭ୍ ୧୫ମାର୍ଚ୍ଚରେ ଜଣାପଡ଼ିଥିଲା । ସେହିପରି ରାଜ୍ୟର...

ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ : ସବୁ ଜିଲ୍ଲାରେ ଖୋଲିବ COVID-19 ହସ୍ପିଟାଲ୍

ଭୁବନେଶ୍ୱର : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାର ଲାଗିଛି । ସ୍ଥିତିକୁ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ତିନି ଥିବା...

ଟି-୨୦ ବିଶ୍ୱକପ ନହେଲେ ଆଇପିଏଲ ହେବ : ସୂତ୍ର

ନୂଆଦିଲ୍ଲୀ : ବର୍ତ୍ତମାନ କରୋନା ଭାଇରସ ସଂକ୍ରମଣ ଯୋଗୁଁ ବହୁ ବିଶ୍ୱସ୍ତରୀୟ କ୍ରୀଡା ଇଭେଣ୍ଟକୁ ସ୍ଥଗିତ କିମ୍ବା ବାତିଲଲ କରାଯାଇଛି । କ୍ରିକେଟର ସବୁଠୁ ବ୍ୟୟବହୁଳ ଓ ଆକର୍ଷଣୀୟ ଇଭେଣ୍ଟ ଆଇପିଏଲକୁ ମଧ୍ୟ...

ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ ଚିହ୍ନଟ

ସାଉଥବଲଣ୍ଡା:ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଜ୍ୱାଳାମୁଖୀ ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ ଗତକାଲି ନିଶାର୍ଦ୍ଧରେ ଚିହ୍ନଟ ହୋଇଯାଇଛି । ଗୋପାଳପ୍ରସାଦସ୍ଥିତ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗରେ ପ୍ରାୟ ୪୦୦ମିଟର ଦୂରରେ ଥିବା ଅରା ବାଉଁଶବଣ ନିକଟସ୍ଥ...

Recent Comments

>