fbpx
Home Recipes କେମିତି ତିଆରି କରିବେ ଗ୍ରୀନ୍ ମଟର ପୁରି/ପରଟା, ଜାଣନ୍ତୁ

କେମିତି ତିଆରି କରିବେ ଗ୍ରୀନ୍ ମଟର ପୁରି/ପରଟା, ଜାଣନ୍ତୁ

ସାମଗ୍ରୀ-
ଅଟା-୨କପ୍
ଘିଅ-୨ ବଡ ଚାମଚ
ଲଙ୍କା-୩-୪ଟି
ଲୁଣ, ଜୁଆଣି, କଳାଜିରା-ସ୍ୱାଦାନୁସାରେ
ମଟର ମଞ୍ଜି-ଅଧ କପ
ଘିଅ ବା ରିଫାଇନ ତେଲ-ଦରକାର ମୁତାବକ
ପ୍ରଣାଳୀ-
ଅଟାରେ ଲୁଣ, ଘିଅ, ପାଣି ଦେଇ ଦଳି ରଖନ୍ତୁ । ମଟର ଓ ଲଙ୍କା ଫୁଟନ୍ତା । ପାଣିରେ ୨-୩ ମିନିଟ୍ ବଏଲ କରି ଛାଣି ରଖନ୍ତୁ । ଥଣ୍ଡା ହେଲେ ଭଲ କରି ଦଳିଦିଅନ୍ତୁ । ଗ୍ରାଇଣ୍ଡିଂ କରିଦିଅନ୍ତୁ । ଏଥିରେ ଲୁଣ, ଜୁଆଣି ଓ କଳାଜିରା ମିଶାନ୍ତୁ । ଅଟାଦଳାକୁ ଗୁଳା କରି ଗିନା ଆକାରରେ କରି ମଝିରେ ମଟରକୁ ଦିଅନ୍ତୁ ଓ ପୁନଃ ଗୁଳା କରି ହାଲକା କରି ବେଲି ଦିଅନ୍ତୁ ।
ଦରକାର ମୁତାବକ ଗରମ ତେଲରେ ଛାଣନ୍ତୁ । ପୁରି ପାଇଁ କିମ୍ବା ତାୱାରେ ଦୁଇପଟକୁ ଧିଅ ଦେଇ ସେକି ପରଷନ୍ତୁ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ଓଡ଼ିଶାବାସୀଙ୍କ ସହଯୋଗ ଓ ସଚେତନତା ପାଇଁ କମ୍ କେସ୍ ଆସିଛି : ସୁବ୍ରତ ବାଗଚୀ

ଭୁବନେଶ୍ୱର: ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ଅପଡ଼େଟ୍ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ରାଜ୍ୟର ପ୍ରଥମ ପଜିଟିଭ୍ ୧୫ମାର୍ଚ୍ଚରେ ଜଣାପଡ଼ିଥିଲା । ସେହିପରି ରାଜ୍ୟର...

ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ : ସବୁ ଜିଲ୍ଲାରେ ଖୋଲିବ COVID-19 ହସ୍ପିଟାଲ୍

ଭୁବନେଶ୍ୱର : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାର ଲାଗିଛି । ସ୍ଥିତିକୁ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ତିନି ଥିବା...

ଟି-୨୦ ବିଶ୍ୱକପ ନହେଲେ ଆଇପିଏଲ ହେବ : ସୂତ୍ର

ନୂଆଦିଲ୍ଲୀ : ବର୍ତ୍ତମାନ କରୋନା ଭାଇରସ ସଂକ୍ରମଣ ଯୋଗୁଁ ବହୁ ବିଶ୍ୱସ୍ତରୀୟ କ୍ରୀଡା ଇଭେଣ୍ଟକୁ ସ୍ଥଗିତ କିମ୍ବା ବାତିଲଲ କରାଯାଇଛି । କ୍ରିକେଟର ସବୁଠୁ ବ୍ୟୟବହୁଳ ଓ ଆକର୍ଷଣୀୟ ଇଭେଣ୍ଟ ଆଇପିଏଲକୁ ମଧ୍ୟ...

ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ ଚିହ୍ନଟ

ସାଉଥବଲଣ୍ଡା:ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଜ୍ୱାଳାମୁଖୀ ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ ଗତକାଲି ନିଶାର୍ଦ୍ଧରେ ଚିହ୍ନଟ ହୋଇଯାଇଛି । ଗୋପାଳପ୍ରସାଦସ୍ଥିତ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗରେ ପ୍ରାୟ ୪୦୦ମିଟର ଦୂରରେ ଥିବା ଅରା ବାଉଁଶବଣ ନିକଟସ୍ଥ...

Recent Comments

>