fbpx
Home Politics

Politics

ବିଜେପୁର ଫାଇଟ୍ : ଆଜି ନାମାଙ୍କନପତ୍ର ଦାଖଲ କରିବେ ତିନି ପ୍ରମୁଖ ଦଳର ପ୍ରାର୍ଥୀ

  ବିଜେପୁର:ବାଜି ସାରିଛି ବିଜେପୁର ଉପ ନିର୍ବାଚନ ପାଇଁ ବିଗୁଲ । ସମସ୍ତ ଦଳ ବିଜୟୀ ହେବା ନେଇ ଆଶାବାଦୀ ଅଛନ୍ତି  । ବିଭିନ୍ନ ରଣନୀତି ପ୍ରସ୍ତୁତ କରୁଛନ୍ତି । ବିଜେପି, ବିଜେଡି ଓ କଂଗ୍ରେସ...

ବିରୋଧୀ ଦଳର ୫୦ ବିଧାୟକ ବିଜେପିରେ ସାମିଲ ହେବାକୁ ଚାହୁଁଛନ୍ତି: ଗିରିଶ ମହାଜନ

ମୁମ୍ବାଇ: ଚଳିତବର୍ଷ ଶେଷ ଭାଗରେ ମହାରାଷ୍ଟ୍ରରେ ହେବ ବିଧାନସଭା ନିର୍ବାଚନ। ଏସବୁ ପୂର୍ବରୁ ମହାରାଷ୍ଟ୍ରରେ ଚାଲିଛି ଦଳ ଡିଆଁ ରାଜନୀତି। ଅପରପକ୍ଷେ ମହାରାଷ୍ଟ୍ର ସରକାର ମନ୍ତ୍ରୀ ଗିରିଶ ମହାଜନଙ୍କ ମନ୍ତବ୍ୟ ବିରୋଧୀଙ୍କୁ ଦ୍ବନ୍ଦରେ ପକାଇଛି।...

ଶତ ପ୍ରତିଶତ ବହୁମତ ସାବ୍ୟସ୍ତ କରିବୁ : ୟେଦିୟୁରପ୍ପା

ବାଙ୍ଗାଲୋର : କର୍ଣ୍ଣାଟକ ବିଧାନସଭାରେ ବିଶ୍ୱାସ ମତ ଦିନକୁ ପୂର୍ବରୁ ଅର୍ଥାତ୍ ରବିବାର ଦିନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପା ବହୁମତ ସାବ୍ୟସ୍ତ କରିବାକୁ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ସେ ଆହୁରି ମଧ୍ୟ...

ବୈଷ୍ଣବଙ୍କ ପାଇଁ ବଳି ପଡିଲେ ଜୟନାରାୟଣ

ଭୁବନେଶ୍ୱର : ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର ଆଜି ବିଧାନସଭା ପରିସରରେ ସାମ୍ବାଦିକମାନଙ୍କ ସହିତ କଥାବାର୍ତ୍ତା ବେଳେ ନିଜ ଦଳର ଆଭ୍ୟନ୍ତରୀଣ କଥା କହୁ କହୁ କହିଦେଇଛନ୍ତି । ଶ୍ରୀ ମିଶ୍ର...

ଦକ୍ଷିଣ ଭାରତ ଉପରେ ବିଜେପିର ଆଖି, ଟାର୍ଗେଟରେ ତେଲେଙ୍ଗାନା

ହାଇଦ୍ରାବାଦ : ଲୋକସଭା ନିର୍ବାଚନରେ ଅଦ୍ଭୁତପୂର୍ବ ସଫଳତା ପାଇବା ପରେ ଏବେ ବିଜେପି କେତେକ ରାଜ୍ୟରେ ଆଗକୁ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଗୁରୁତ୍ୱ ଦେଉଛି । ବିଶେଷ କରି ଦକ୍ଷିଣ ଭାରତରେ...

ବିଜେପିର ମେଗା ସଦସ୍ୟତା ଅଭିଯାନ, କାଶୀରୁ ଆରମ୍ଭ କଲେ ମୋଦି

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି(ଭାଜପା) ଶନିବାରଠାରୁ ତା’ର ମେଗା ସଦସ୍ୟତା ଅଭିଯାନ ଆରମ୍ଭ କରିଛି। ଏହାର ମୂଳ ଲକ୍ଷ୍ୟ ହେଲା ଭାଜପାର ୧୧କୋଟି ସଦସ୍ୟଙ୍କୁ ବଢାଇ ୨୦ କୋଟି କରିବା। ଭାଜପାର ମାତୃସଂସ୍ଥା...

ରାହୁଲ ଗାନ୍ଧୀଙ୍କ ପରେ କିଏ ହେବ କଂଗ୍ରେସ ଅଧ୍ୟକ୍ଷ ? ଚର୍ଚ୍ଚାରେ ଏହି ଚାରି ନେତା

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନରେ କଂଗ୍ରେସର ପରାଜୟ ପରେ ପରେ ହିଁ ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ କହିଥିଲେ । କିନ୍ତୁ ଦଳର ବରିଷ୍ଠ ନେତାଙ୍କ କଥା ରଖି ସେ...

କେନ୍ଦ୍ରମନ୍ତ୍ରୀ ମଣ୍ଡଳ ଚର୍ଚ୍ଚା : ଶାହଙ୍କୁ ଗୃହ ବିଭାଗ, ଜେଟଲୀଙ୍କ ସ୍ଥାନ ନେଇପାରନ୍ତି ପିୟୁଷ

ନୂଆଦିଲ୍ଲୀ : ମୋଦି ଲହରୀରେ ବିଜେପି ନେତୃତ୍ୱାଧୀନ ଏନଡିଏ ପୁଣି ଥରେ ବହୁମତ ପାଇଁ ସରକାର ଗଠନ କରିବାକୁ ଯାଉଛି । ଏହି ଅବସରରେ ଦଳର କର୍ମକର୍ତ୍ତାମାନେ ଏବେ ଉତ୍ସବ ମନାଇବାରେ ବ୍ୟସ୍ତ...

ଆମେଥିରୁ ହାରିଲେ ରାହୁଲ, ସ୍ମୃତି ଇରାନୀଙ୍କୁ ଜଣାଇଲେ ଅଭିନନ୍ଦନ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ଫଳାଫଳ ଘୋଷଣା ଜାରି ରହିଛି । ବହୁ ଚର୍ଚ୍ଚିତ ଉତ୍ତରପ୍ରଦେଶ ରାଜ୍ୟର ଆମେଥୀ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀ ବିଜୟୀ ହୋଇଛନ୍ତି । ସ୍ମୃତି...

୨୦୧୯ ବର୍ଷ ଓଡିଶା ନିର୍ବାଚନର ଅନିଶ୍ଚିତ ମତଦାତାଙ୍କ ମତ ଘୋଷଣା, “ଏକ୍ ସୋଚ୍‌”ର ପ୍ରକାଶିତ ରିପୋର୍ଟ

"ଏକ୍ ସୋଚ୍‌": ଏକ ବିକାଶିତ ପରାମର୍ଶ ଏବଂ ଅନୁସନ୍ଧାନ ସଂସ୍ଥା ୨୦୧୯ ବର୍ଷର ବିଧାନସଭା ଓ ଲୋକସଭା ନିର୍ବାଚନ ସମୟରେ ଓଡ଼ିଆବାସୀଙ୍କ ମତ ଆକଳନ କରିଥିଲା । ଓଡ଼ିଶାର ସମସ୍ତ ୨୧ଟି ଲୋକସଭା...

ରାଜନୀତିରେ ଟେଷ୍ଟ ଖେଳିବି, ଟି-୨୦ ନୁହେଁ : ଗୌତମ ଗମ୍ଭୀର

ନୂଆଦିଲ୍ଲୀ : କ୍ରିକେଟରରୁ ରାଜନେତା ପାଲଟିଥିବା ଗୌତମ ଗମ୍ଭୀର ଏକ ସାକ୍ଷାତକାରରେ କହିଛନ୍ତି ଯେ, ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ କାର୍ଯ୍ୟରେ ପ୍ରଭାବିତ ହୋଇ ରାଜନୀତିକୁ ଆସିଛି । ମୁଁ ବିକାଶର...

ସବୁ ଦଳର ଦୃଢୋକ୍ତି : ଆମେ ଜିତିବୁ ଶହେରୁ ଶହେ

ଭୁବନେଶ୍ୱର : ବର୍ତ୍ତମାନ ରାଜ୍ୟ ତଥା ଦେଶରେ ଚାଲିଛି ନିର୍ବାଚନ ଋତୁ । ସବୁ ଦଳର ପ୍ରାର୍ଥୀ ନିଜ ସପକ୍ଷରେ ପ୍ରଚାର କରି ଭୋଟ ପରେ ମୁଁ ନିଶ୍ଚିତ ଜିତିବି ବୋଲି କହି...
- Advertisment -

Most Read

ରାଜ୍ୟରେ ପ୍ରଥମ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ମହାମାରୀ କରୋନା ରାଜ୍ୟରେ ପ୍ରଥମ ମୁଣ୍ଡ ନେଇଛି। ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ୭୨ ବର୍ଷୀୟ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ତାଙ୍କ ଘର ଭୁବନେଶ୍ୱରର ଝାରପଡ଼ା ଅଞ୍ଚଳରେ। ସେ ଏପ୍ରିଲ ୪...

ରାଜଧାନୀରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱରରେ ଆଜି ପୁଣି ଜଣେ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ତାଙ୍କ ଘର  ୟୁନିଟ୍‌ ୪ ମଧୁସୂଦନ ନଗରରେ। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ କରାଯାଇଛି। ଯୁବକ ଜଣକ ବୟସ...

କେନ୍ଦ୍ରାପଡାର ୧୨ ଗାଁ ୪୮ଘଣ୍ଟା ପାଇଁ ସିଲ୍‌

କେନ୍ଦ୍ରାପଡ଼ା: କେନ୍ଦ୍ରାପଡାର ଜଣେ ୩୨ ବର୍ଷୀୟ ଯୁବକ କରୋନା ପଜିଟିଭ୍  ଚିହ୍ନଟ ହୋଇଛନ୍ତି। ଏହି ଯୁବକ ଜଣକ ଗତ ମାସ ୨୪ ତାରିଖରେ ଦୁବାଇରୁ ଫେରିଥିଲେ । ଏହି ସଂକ୍ରମିତ ଯୁବକ ଜଣକ...

ରିଲିଜ ହେଲା “ମୁସ୍କୁରାଏଗା ଇଣ୍ଡିଆ…ଫିର୍ ଜିତ ଜାଏଗା ଇଣ୍ଡିଆ’, ଭିଡିଓ ସେୟାର ବଲିଉଡ ଆକ୍ଟରଙ୍କୁ ସଲାମ ଜଣାଇଲେ ମୋଦି

ବିଶ୍ୱରେ କରୋନା ଭାଇରସର ପ୍ରକୋପକୁ ନଜର ରଖି ଫିଲ୍ମ ଜଗତର ଜଣାଶୁଣା ଅଭିନେତାଅଭିନେତ୍ରୀ ଏକଜୁଟ୍ ହୋଇଥିବା ଦର୍ଶାଇଛନ୍ତି । କରୋନାକୁ ନେଇ ଲୋକଙ୍କ ମଧ୍ୟରେ ଡରକୁ ଦୂର କରିବା ପାଇଁ "ମୁସ୍କୁରାଏଗା ଇଣ୍ଡିଆ...ଫିର୍...
>