ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଲେ ରଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲ

ନୂଆଦିଲ୍ଲୀ ; କେନ୍ଦ୍ର ସରକାରଙ୍କ ସହିତ ଚାଲିଥିବା ମତଭେଦ ମଧ୍ୟରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ)ର ଗଭର୍ଣ୍ଣର ଉର୍ଜିତ ପଟେଲ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଉର୍ଜିତ ବ୍ୟକ୍ତିଗତ କାରଣ ପାଇଁ ଇସ୍ତଫା ଦେଇଛନ୍ତି।  ସେ କହିଛନ୍ତି ଯେ ବ୍ୟକ୍ତିଗତ କାରଣ ପାଇଁ ମୁଁ ତତ୍କାଳ ନିଜ ପଦରୁ ନିଷ୍ପତ୍ତି ଦେବାକୁ ନିଷ୍ପତ୍ତି ନେଇଛି।  ଅନେକ ବର୍ଷ ପର୍ଯ୍ୟନ୍ତ ଆରବିଆଇରେ କାମ କରିବା ମୋ ପାଇଁ ସମ୍ମାନର କଥା ବୋଲି ଉର୍ଜିତ କହିଛନ୍ତି।

Loading...
>