Home News କଣ୍ଟିଲୋରେ ନିଆଁ ଲଗାଇଲେ ରାନୀ ପଣ୍ଡା

କଣ୍ଟିଲୋରେ ନିଆଁ ଲଗାଇଲେ ରାନୀ ପଣ୍ଡା

ଭୁବନେଶ୍ୱର: ରାଣୀ ପଣ୍ଡା ଯାତ୍ରାରେ ତାଙ୍କ ଜଲବା ଦେଖାଇଛନ୍ତି ।ଖଣ୍ଡଗିରି ମାଘ ମେଳାରେ ରାଣୀ ପଣ୍ଡା ଓ ସଚ୍ଚିଦାନନ୍ଦ ନିଷେଧ ହୋଇଥିବା ବେଳେ ରାଣୀ ପଣ୍ଡାଙ୍କ ନାଚର ଜଲଓ୍ୱା ଏବେ କଣ୍ଟିଲୋରେ ଦେଖିବାକୁ ମିଳିଛି। ରାତି ସହ ତାତି ବି ବଢୁଛି ।ଯାତ୍ରା ପେଣ୍ଡାଲ ଉପରେ ରାଣୀଙ୍କ ନାଚ ଦେଖିବା ପାଇଁ ଯାତ୍ରା ପ୍ରେମୀ ଓ ରାଣୀଙ୍କ ପ୍ରଶଂସକଙ୍କ ଭିଡ ଜମୁଛି ।ଅଶୀଳ୍ଲ ନାଚ ତ ହେଉନି । ତଥାପି ଛୋଟ କପଡାରେ ଲାଇଭ୍‌ ନୃତ୍ୟ । କିଏ ଡାକେ ରାଖି କିଏ ଡାକେ ସନ୍ନି ଗୀତର ତାଳେ ତାଳେ ହଳିଦିଆ କପଡା ପିନ୍ଧି ନିଜ ସହ ଦର୍ଶକଙ୍କୁ ଝୁମାଇଛନ୍ତି ରାଣୀ । ଏବେ ଏହାର ଭିଡିଓ ଭାଇରାଲ୍‌ ହୋଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ପଡିଆକୁ ଫେରିଲେ ହାର୍ଦ୍ଦିକ : ଚୌକା-ଛକାର ବର୍ଷା କଲେ

ନୂଆଦିଲ୍ଲୀ : ଡିୱାଇ ପାଟିଲ ଟି-୨୦ କପରେ ବ୍ୟାଙ୍କ ଅଫ୍ ବରୋଦା ବିପକ୍ଷ ମ୍ୟାଚ୍ ରିଲାଏନ୍ସ-୧ ଟିମ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର ଓ ଶିଖର ଧାୱାନ ଆଜି ଖେଳିଛନ୍ତି ।...

ଜମାଟୋର ଏହି ଡେଲିଭରୀ ପିଲାର ଫ୍ୟାନ୍ ହେଲେ ଲୋକେ, ସୋସିଆଲ ମିଡିଆରେ ଭାଇରଲ ହେଲା ଭିଡିଓ

ସୋସିଆଲ ମିଡିଆରେ ଏବେ ଜମାଟୋ ଡେଲିଭରୀ ପିଲାଙ୍କ ଏକ ଭିଡିଓ ଖୁବ୍ ଭାଇରଲ ହେବାରେ ଲାଗିଛି । ଲୋକମାନେ ଏହି ଡେଲିଭରୀ ପିଲାର ଫ୍ୟାନ ପାଲଟି ଗଲେଣି । କିନ୍ତୁ କାହିଁକି ?...

ନିର୍ଭୟା ମାମଲା : ସୁପ୍ରିମକୋର୍ଟରେ କ୍ୟୁରେଟିଭ୍ ଯାଚିକା ଦାଖଲ କଲେ ପବନ, ମାଗିଲେ ଏହି ସଜା

ନୂଆଦିଲ୍ଲୀ : ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ଚତୁର୍ଥ ଦୋଷୀ ପବନ କୁମାର ଗୁପ୍ତା ଶୁକ୍ରବାର ସୁପ୍ରିମକୋର୍ଟରେ ସୁଧାରାତ୍ମକ ଯାଚିକା ଦାୟର କରି ଫାଶୀ ବଦଳରେ ଆଜୀବନ ଜେଲ୍ ସଜା ଦେବାକୁ...

ନବୀନ ନିବାସରେ ଏକାଠି ଖାଇଲେ ଶାହ, ନୀତିଶ, ମମତା, ନବୀନ, ଧର୍ମେନ୍ଦ୍ର

ଭୁବନେଶ୍ୱର : ପୂର୍ବାଞ୍ଚଳ ଆଞ୍ଚଳିକ ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବାସଭବନରେ ମଧ୍ୟାହ୍ନ ଭୋଜନର ଆୟୋଜନ କରିଥିଲେ । ଏଥିରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ...

Recent Comments

>