ସୁପ୍ରିମ୍ କୋର୍ଟ ବିଚାରପତିଙ୍କ ବିରୋଧରେ ମାମଲାର ତଦନ୍ତ ପାଇଁ କମିଟି ଗଠିତ

ଭୁବନେଶ୍ୱର : ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରଂଜନ ଗୋଗେଇଙ୍କ ବିରୁଦ୍ଧରେ ହୋଇଥିବା ଯୌନ ନିର୍ଯ୍ୟାତନା ମାମଲା ଉପରେ ତଦନ୍ତ କରିବା ପାଇଁ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଅନଙ୍ଗ ପଟ୍ଟନାୟକଙ୍କର ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି । ତାଙ୍କୁ ଏହ ତଦନ୍ତରେ ସାହାଯ୍ୟ କରିବା ପାଇଁ ସି.ବି.ଆଇ, ଦିଲ୍ଲୀ ପୋଲିସ ସହାୟତା କରିବେ । ମୁଖ୍ୟ ବିଚାରପତି ଶ୍ରୀ ଗୋଗେଇ ଅଧସ୍ତନ ମହିଳା କର୍ମଚାରୀଙ୍କ ପ୍ରତି ଯୌନ ନିର୍ଯାତନା କରିଥିବାର ଅଭିଯୋଗ ହୋଇଥିଲା ।

Loading...
>