ଜୟପୁର ମହିଳା ସମାବେଶରେ ଯୋଗ ଦେଲେ ରାହୁଲ

ଜୟପରୁ : ଆଜି କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦିନିକିଆ ଓଡିଶା ଗସ୍ତରେ ଆସିଛନ୍ତି । ଏହି ଅବସରରେ ସେ ଜୟପୁରର ଗାନ୍ଧି ଛକ ସ୍ଥିତ ଟାଉନ ହଲରେ ଆୟୋଜିତ ମହିଳା ସମାବେଶରେ ଯୋଗ ଦେଇ ମହିଳାମାନଙ୍କ ପ୍ରଶ୍ନର ସିଧାସଳଖ ଉତ୍ତର ଦେଇଛନ୍ତି । ସେହିପରି ଏକମ୍ବା ପଡିଆରେ ଆୟୋଜିତ ପରିବର୍ତ୍ତନ ସଂକଳ୍ପ ସମାବେଶରେ ସେ ଚାଷୀମାନଙ୍କୁ ଉଦବୋଧନ ଦେବେ ବୋଲି ଜଣାପଡିଛି । ଏହି ସମାବେଶରେ ପ୍ରାୟ ଦେଢ ଲକ୍ଷ ଲୋକ ଯୋଗ ଦେବାରା କାର୍ଯ୍ୟକ୍ରମ ରହିଛି ।

Loading...
>