କାଳଭୈରବଙ୍କୁ ଦର୍ଶନ ପରେ ନାମାଙ୍କନ ଦାଖଲ କଲେ ପିଏମ୍ ମୋଦି

ବାରଣାସୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ କାଶୀର କୋତବାଳ ବାବା କାଳ ଭୈରବଙ୍କୁ ଦର୍ଶନ କରିଛନ୍ତି । ଏହା ପରେ ସେ ବାରଣାସୀ ସଂସଦୀୟ କ୍ଷେତ୍ର ପାଇଁ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି । ଏହି ଅବସରରେ ଏନଡିଏର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ । ମୋଦି ଏହି ଅବସରରେ ଭାରତୀୟ ଜନତା ପାର୍ଟିର ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି ।

Loading...
>