ପୁଣି କମିଲା ତୈଳ ଦର, ଜାଣନ୍ତୁ କେତେ ହେଲା ନୂତନ ଦର

ନୂଆଦିଲ୍ଲୀ : ପେଟ୍ରୋଲ ଓ ଡିଜେଲ ଦର ପୁଣି କମିଥିବା ଜଣାପଡିଛି । ଆଜି ପେଟ୍ରୋଲ ଦର ୧୦ ପଇସା କମିଥିବାବେଳେ ଡିଜେଲ ଦର ସ୍ଥିର ରହିଛି । ଏହାଦ୍ୱାରା ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ୭୦.୮୪ ଟଙ୍କା ଥିବା ବେଳେ ଡିଜେଲ ଦର ୬୫.୭୧ ଟଙ୍କା ରହିଛି । ସେହିପରି ଆର୍ଥିକ ସହର ମୁମ୍ବାଇରେ ପେଟ୍ରୋଲ ଦର ୭୬.୪୭ ଥିବା ବେଳେ ଡିଜେଲ ୬୮.୮୧ ଟଙ୍କା ଲିଟର ପ୍ରତି ରହିଛି ।

Loading...
>