କଂଗ୍ରେସରୁ ଇସ୍ତଫା ଦେଲେ ବିଧାୟକ ଯୋଗେଶ ସିଂ

ଭୁବନେଶ୍ୱର :  କଂଗ୍ରେସକୁ ଶକ୍ତ ଜବାବ ଦେଲେ ନିଲମ୍ବିତ ବିଧାୟକ ଯୋଗେଶ ସିଂ । ସେ ଆଜି ଦଳରୁ ଇସ୍ତଫା ଦେଇଛନ୍ତି । ଗତକାଲି ଦଳ ତାଙ୍କୁ ନିଳମ୍ବନ କରିଥିଲା  । ଏହାସହ ସେ ତାଙ୍କ ଇସ୍ତଫା ପତ୍ର ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ପଠାଇଛନ୍ତି ।
Loading...
>