Home News ଘରେ ଚାଲିଥିଲା ସେକ୍ସ ରାକେଟ୍‌: ୬ ମହିଳା ଓ ୪ ଗ୍ରାହକ ଗିରଫ

ଘରେ ଚାଲିଥିଲା ସେକ୍ସ ରାକେଟ୍‌: ୬ ମହିଳା ଓ ୪ ଗ୍ରାହକ ଗିରଫ

ଫତେହାବାଦ୧୮/୧: ସେକ୍ସ ରାକେଟ୍‌ର ପର୍ଦ୍ଦାଫାଶ କଲା ପୋଲିସ୍‌। ମହିଳାମାନଙ୍କୁ ନେଇ  ଘରେ ଚାଲିଥିଲା ସେକ୍ସ ରାକେଟ୍‌। ଏହି ସେକ୍ସ ରାକେଟ୍‌ରେ ୪ଜଣ ଗ୍ରାହକଙ୍କୁ ମଧ୍ୟ ପୋଲିସ୍‌ ଗିରଫ କରିଛି। ଗିରଫ ହୋଇଥିବା ମହିଳାମାନେ ଆାସାମ୍, ପଶ୍ଚିମବଙ୍ଗ ଓ ପଞ୍ଜାବ ଆଦି ସ୍ଥାନରୁ ଆସି ସେକ୍ସ କାରବାରରେ ସାମିଲ୍ ଥିଲେ। ହରିୟାଣର ଫତେହାବାଦରେ ଜଣେ ମହିଳା ନିଜ ଘରେ ସେକ୍ସ ରାକେଟ୍‌ ଚଳାଉଥିଲେ। ଅସହାୟ ମହିଳାମାନଙ୍କୁ ନେଇ ଦେବ ବ୍ୟବସାୟରେ ନିୟୋଜିତ କରାଯାଉଥିଲା।

ଡିଏସ୍‌ପି ଧର୍ମବୀର ପୁନିୟାଙ୍କ କହିବା ମୁତାବକ, ଫତେହାବାଦ ରୋଡ୍‌ର ନହର ଅଞ୍ଚଳ ନିକଟରେ ଥିବା ଏକ ଘରେ ସେକ୍ସ ରାକେଟ୍‌ ଚାଲୁଥିବା ସୂଚନା ମିଳିଥିଲା। ପୋଲିସ୍‌ ରାତି ଅଧିଆ ଉକ୍ତ ସ୍ଥାନରେ ଉପରେ ଚଢ଼ଉ କରି ସଂପୃକ୍ତ ୬ ମହିଳା ଓ ୪ ପୁରୁଷଙ୍କୁ ଗିରଫ କରିଥିଲା। ବର୍ତ୍ତମାନ ଭାରତୀୟ ଦଣ୍ଡ ବିଧାନ ସଂହିତା ଅନୁସାରେ ସଂପୃକ୍ତ ବ୍ୟକ୍ତିଙ୍କ ଉପରେ ପୋଲିସ୍ ମାମଲା ରୁଜୁ କରିଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ଝିଅ ବାହାଘର ପାଇଁ ରଖିଥିଲେ, ସବୁ ଜଳିଗଲା

ଭୁବନ : ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ବାଉଁଶକଣ ମାଟିଆ ସାହିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଗତକାଲି ରାତି ୧୦ଟା ୩୦ମିନିଟରେ ଅଗ୍ନିକାଣ୍ଡ ଘଟିଥିଲା । ଅଳ୍ପକେ ବର୍ତ୍ତି ଯାଇଛନ୍ତି...

ପୁଣି ଭାରତୀୟ ବ୍ୟାଟ୍ସମ୍ୟାନ ଫେଲ : ଦ୍ୱିତୀୟ ଟେଷ୍ଟରେ ୨୪୨ରେ ଅଟକିଲା

ଖ୍ରୀଷ୍ଟଚର୍ଚ୍ଚ ୨୯।୦୨: ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚରେ ୨ୟ ଟେଷ୍ଟ ମ୍ୟାଚ୍‌ ଖେଳାଯାଉଛି । ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ୨ୟ ଟେଷ୍ଟ ମ୍ୟାଚ୍‌ ଖେଳାଯାଉଛି । ୨ଟେଷ୍ଟରେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ନ୍ୟୁଜିଲାଣ୍ଡ...

କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ଦିନଟି ଶୁଭ ଫଳ ଦାୟକ ହେବ । ଗୃହ ଭୂମିରେ ଉନ୍ନତିି, ଉତ୍ତମ ବନ୍ଧୁ ସମ୍ପର୍କ, ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ କ୍ରୟ, ଅର୍ଥାଗମ, ଗୃହରେ ଅତିଥି ସମାଗମ ଓ ଦୂର...

ଶ୍ରୀଜିଉଙ୍କୁ ଦର୍ଶନ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ପୁରୀ: ଗତକାଲିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସକାଳ ୮ଟା ୧୦ରେ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ...

Recent Comments

>