ଗ୍ୟାସ୍ ଦର କମିଲା,ଜାଣନ୍ତୁ କେତେ ହେଲା ନୂଆ ଦର

କାମଚଳା ବଜେଟ୍‌ ଆଗତ ପୂର୍ବରୁ ମୋଦି ସରକାର ଗୃହୁଣୀମାନଙ୍କୁ ବଡ଼ ଉପହାର ଦେଇଛନ୍ତି। ଆଜି ଉଭୟ ସବ୍‌ସିଡି ଓ ଅଣ-ସବସିଡି ଏଲପିଜିର ଦର ହ୍ରାସ ପାଇଛି। ସବସିଡି ଗ୍ୟାସ୍‌ ସିଲଣ୍ଡର ପିଛା ୧.୪୬ ଟଙ୍କା ହ୍ରାସ ପାଇଥିବା ବେଳେ ଅଣ ସବସିଡି ଗ୍ୟାସ୍‌ ସିଲଣ୍ଡର ପିଛା ୩୦ ଟଙ୍କା ହ୍ରାସ ପାଇଛି। ଆଜି ମଧ୍ୟରାତ୍ରରୁ ଏହି ନୂଆ ଦର ଲାଗୁ ହେବ।

Loading...
>