‘ଶସ୍ତ୍ର ପୂଜା’ ସମାଲୋଚକଙ୍କୁ ଜବାବ ଦେଲେ ରାଜନାଥ ସିଂହ

ନୂଆଦିଲ୍ଲୀ: ଫ୍ରାନ୍ସରୁ ଲଢ଼ୁଆ ରାଫେଲ୍ ବିମାନ ଗ୍ରହଣ କରି ଗତକାଲି ବିଳମ୍ୱିତ ରାତିରେ ସ୍ୱଦେଶ ଫେରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ  ସିଂହ। ରାଫେଲ୍ ବିମାନ ଗ୍ରହଣ କରିବା ବେଳେ ‘ଶସ୍ତ୍ର ପୂଜା’କୁ ନେଇ ସମାଲୋଚକଙ୍କୁ ଜବାବ ଦେଇଛନ୍ତି ରାଜନାଥ ସିଂହ। ସେ କହିଛନ୍ତି ପୂଜା ପଦ୍ଧତି ଉପରେ ପ୍ରଶ୍ନବାଚୀ ଉଠାଇବା ଠିକ୍ ନୁହଁ। ଏହା ଆମର ବିଶ୍ୱାସ। ଏହି ‘ଶସ୍ତ୍ର ପୂଜା’କୁ ନେଇ କଂଗ୍ରେସରେ ମଧ୍ୟ ମତ ପାର୍ଥକ୍ୟ ରହିଛି ବୋଲି ସେ କହିଛନ୍ତି।

Loading...
>