ଆଜି ମୁଣ୍ଡଳି ଛୁଇଁବ ହୀରାକୁଦରୁ ନିଷ୍କାସିତ ବନ୍ୟାଜଳ

କଟକ:ଲଗାଣ ବର୍ଷା ପ୍ରଭାବରେ ହୀରାକୁଦ ଜଳଭଣ୍ଡାରର ଜଳ ଧାରଣା କ୍ଷମତା ବୃଦ୍ଧି ପାଇଥିଲା । ମହାନଦୀର ଉପର ମୁଣ୍ଡରେ ଅଧିକ ବର୍ଷା କାରଣରୁ ଏହାରୁ ଜଳସ୍ତର ଅଧିକ ରହିଥିଲା । ଏହାକୁ ନଜରରେ ରଖି ପର୍ଯ୍ୟାୟ କ୍ରମେ ୨୦ଟି ଗେଟ୍ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରା ଯାଇଥିଲା । ତେବେ ନିଷ୍କାସିତ ବନ୍ୟାଜଳ ଆଜି କଟକ ମୁଣ୍ଡଳିରେ ପହଁଚିବ । କିନ୍ତୁ ତଳ ମୁଣ୍ଡରେ ବନ୍ୟା ହେବା ନେଇ ସମ୍ଭାବନା ନଥିବା ଜଳ ସମ୍ପଦ ବିଭାଗ କହିଛି ।
Loading...
>