ଆସୁଛି ବାତ୍ୟା “ଫନି

ଭୁବନେଶ୍ୱର: ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଏହା ଆସନ୍ତା ୩୦ ତାରିଖରେ ତାମିଲନାଡ଼ୁ ଛୁଇଁବ । ଆଗାମୀ ଦୁଇଦିନ ମଧ୍ୟରେ ବାତ୍ୟା ‘ଫନି’ର ରୂପ ନେଇପାରେ । ମାତ୍ର ଓଡ଼ିଶା ଉପରେ ତାର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ଆଂଚଳିକ ପାଣିପାଗ ସୂତ୍ରରୁ ଜଣାପଡ଼ିଛି । ମୟୂରଭଂଜ, ବାଲେଶ୍ୱର, କେନ୍ଦୁଝର ଜିଲ୍ଲାରେ କାଳ ବୈଶାଖି ହେବାର ସମ୍ଭାବନା ରହିଛି ବୋଲି ଏହି ସୂତ୍ରରୁ ଜଣାପଡ଼ିଛି ।

Loading...
>