ରାଜ୍ୟରେ ଅପରାହ୍ନ ୩ଟା ସୁଦ୍ଧା ୫୭ ପ୍ରତିଶତ ଭୋଟ ଗ୍ରହଣ

ଭୁବନେଶ୍ୱର : ଆଜି ଦେଶରେ ସାଧାରଣ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଜାରି ରହିଛି । ଏହି କ୍ରମରେ ଓଡିଶାରେ ୪ଟି ଲୋକସଭା ସହ ୨୮ ବିଧାନସଭା ଆସନ ପାଇଁ ମଧ୍ୟ ଭୋଟ ଗ୍ରହଣ ଚାଲିଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି ଯେ, ଅପରାହ୍ନ ୩ଟା ସୁଦ୍ଧା ରାଜ୍ୟରେ ୫୭ ପ୍ରତିଶତ ଭୋଟ ଗ୍ରହଣ ଚାଲିଛି । ଭୋଟ ହାର ଚଳିତ ନିର୍ବାଚନରେ ବଢିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

Loading...
>