Home News ପୁଣି ଫେରିଲା ଦାରିଙ୍ଗବାଡ଼ିକୁ ଶୀତ

ପୁଣି ଫେରିଲା ଦାରିଙ୍ଗବାଡ଼ିକୁ ଶୀତ

ଦାରିଙ୍ଗବାଡ଼ି  ଗତ କିଛିଦିନର ବ୍ୟବଧାନରେ ପୁଣି ଦାରିଙ୍ଗବାଡ଼ି ଅଞ୍ଚଳକୁ ଶୀତ ଫେରିଛିା ସୋମବାର ଅପରାହ୍ନରେ ଦାରିଙ୍ଗବାଡ଼ିରେ ସର୍ବାଧିକ ତାପମାତ୍ରା ୧୩ ଡିଗ୍ରୀ ରହିଥିବାବେଳେ ମଙ୍ଗଳବାର ସକାଳ ୮ଟା ସୁଦ୍ଧା ଏହା ହ୍ରାସ ପାଇ ୧୧ ଡିଗ୍ରୀରେ ପହଞ୍ଚିଛି ା ଗତ କିଛିଦିନ ହେଲା ପାଗ ମେଘୁଆ ରହବା ସହ ଦିନରେ ହାଲକା ଭାବେ କୋହଲା ପବନ ବୋହୁଛି। ଫଳରେ ଦିନରାତି ପାଖାପାଖି ସମାନ ତାପମାତ୍ରା ରହୁଛିା ସେହିପରି ସକାଳୁଆ କୁହୁଡ଼ି ମଧ୍ୟ ଅବ୍ୟାହତ ରହିଛିା ଶୀତର ମଜା ନେବାକୁ ଦାରିଙ୍ଗବାଡ଼ି ଆସୁଥିବା ପର୍ଯ୍ୟଟକମାନେ ଗତ କିଛିଦିନ ହେଲା ନିରାଶ ହୋଇଥିବା ବେଳେ ପୁଣି ଶୀତ ଫେରିଥିବାରୁ ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍ସାହ ଫେରିଛିା ତେବେ ଏକ ବାତ୍ୟା ଆସିବା ଖବର ପାଇଁ ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍ସାହ କମିଥିବା ପଶ୍ଚିମବଙ୍ଗର ପର୍ଯ୍ୟଟକ ସିଦ୍ଧାର୍ଥ ଚାଟାର୍ଜୀ କହିଛନ୍ତିିା ସେ କହିଛନ୍ତି ଯେ, ପୁଣି ତିତଲି ଭଳି ଅବସ୍ଥା ହେବା ଅଶଙ୍କାରେ ଦାରିଙ୍ଗବାଡ଼ିରେ କିଛିଦିନ ଅଟକିବାକୁ ଯୋଜନା କରିଥିଲୁ କିନ୍ତୁ ଭୟ ଯୋଗୁ ନିଜ ରାଜ୍ୟକୁ ଫେରୁଥିବା ସେ କହିଛନ୍ତି ା ଶୀତର ମଜା ନେବାକୁ ପର୍ଯ୍ୟଟକ ମାନେ ଦାରିଙ୍ଗବାଡ଼ିର ବିଭିନ୍ନ ପର୍ଯ୍ୟଟନ କେନ୍ଦ୍ର ଗୁଡ଼ିକରେ ଭିଡ଼ ଜମାଉଛନ୍ତିା ବିଶେଷକରି ସକାଳୁ ହିଲଭିୟୁ ପାର୍କର ୱାଚ ଟାୱାର ଉପରେ ଠିଆ ହୋଇ ସୁର୍ଯ୍ୟଦୋୟ ଏବଂ ସନ୍ଧ୍ୟାରେ ସୂର୍ଯ୍ୟଅସ୍ତ ଦେଖିବାକୁ ଶାନ୍ତିି ଉପତ୍ୟାକାରେ ଭିଡ଼ ଦେଖିବାକୁ ମିଳୁଛିା ସେହିପରି ଶୀତ ଦାଉରୁ ରକ୍ଷାପାଇଁ ସନ୍ଧ୍ୟା ସକାଳେ ଲୋକେ ନିଆଁ ପୁଉଁଥିବା ଦେଖିବାକୁୂ ମଳିଛିା

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ପଡିଆକୁ ଫେରିଲେ ହାର୍ଦ୍ଦିକ : ଚୌକା-ଛକାର ବର୍ଷା କଲେ

ନୂଆଦିଲ୍ଲୀ : ଡିୱାଇ ପାଟିଲ ଟି-୨୦ କପରେ ବ୍ୟାଙ୍କ ଅଫ୍ ବରୋଦା ବିପକ୍ଷ ମ୍ୟାଚ୍ ରିଲାଏନ୍ସ-୧ ଟିମ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର ଓ ଶିଖର ଧାୱାନ ଆଜି ଖେଳିଛନ୍ତି ।...

ଜମାଟୋର ଏହି ଡେଲିଭରୀ ପିଲାର ଫ୍ୟାନ୍ ହେଲେ ଲୋକେ, ସୋସିଆଲ ମିଡିଆରେ ଭାଇରଲ ହେଲା ଭିଡିଓ

ସୋସିଆଲ ମିଡିଆରେ ଏବେ ଜମାଟୋ ଡେଲିଭରୀ ପିଲାଙ୍କ ଏକ ଭିଡିଓ ଖୁବ୍ ଭାଇରଲ ହେବାରେ ଲାଗିଛି । ଲୋକମାନେ ଏହି ଡେଲିଭରୀ ପିଲାର ଫ୍ୟାନ ପାଲଟି ଗଲେଣି । କିନ୍ତୁ କାହିଁକି ?...

ନିର୍ଭୟା ମାମଲା : ସୁପ୍ରିମକୋର୍ଟରେ କ୍ୟୁରେଟିଭ୍ ଯାଚିକା ଦାଖଲ କଲେ ପବନ, ମାଗିଲେ ଏହି ସଜା

ନୂଆଦିଲ୍ଲୀ : ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ଚତୁର୍ଥ ଦୋଷୀ ପବନ କୁମାର ଗୁପ୍ତା ଶୁକ୍ରବାର ସୁପ୍ରିମକୋର୍ଟରେ ସୁଧାରାତ୍ମକ ଯାଚିକା ଦାୟର କରି ଫାଶୀ ବଦଳରେ ଆଜୀବନ ଜେଲ୍ ସଜା ଦେବାକୁ...

ନବୀନ ନିବାସରେ ଏକାଠି ଖାଇଲେ ଶାହ, ନୀତିଶ, ମମତା, ନବୀନ, ଧର୍ମେନ୍ଦ୍ର

ଭୁବନେଶ୍ୱର : ପୂର୍ବାଞ୍ଚଳ ଆଞ୍ଚଳିକ ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବାସଭବନରେ ମଧ୍ୟାହ୍ନ ଭୋଜନର ଆୟୋଜନ କରିଥିଲେ । ଏଥିରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ...

Recent Comments

>