୯୧ ଲୋକସଭା ଆସନ ପାଇଁ ଭୋଟ୍ ଶେଷ, ଜାଣନ୍ତୁ କେଉଁ ରାଜ୍ୟରେ କେତେ ପ୍ରତିଶତ ଭୋଟିଂ

ନୂଆଦିଲ୍ଲୀ : ୧୭ତମ ଲୋକସଭା ପାଇଁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆଜି (ଗୁରୁବାର) କଡା ସୁରକ୍ଷା ମଧ୍ୟରେ ୨୦ ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟରେ ୯୧ଟି ଆସନରେ ସାମନ୍ୟ ବିଭ୍ରାଟ ସତ୍ତେ ମତଦାନ ଶାନ୍ତିପୂର୍ଣ୍ଣ ହୋଇଛି । ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇଥିଲା । ମତଦାତମାନେ ଭୋଟ ଦେବା ପାଇଁ ପ୍ରାୟ ସବୁ ବୁଥରେ ଲମ୍ବା ଲାଇନରେ ଛିଡା ହୋଇଥିଲେ । ପୂର୍ବାହ୍ନ ୧୧ଟା ଯାଏଁ ଭୋଟିଂ ଭଲ ଥିଲା । ତ୍ରିପୁରା, ପଶ୍ଚିମବଙ୍ଗ, ମଣିପୁର ଓ ନାଗଲାଣ୍ଡରେ ମତଦାନ ଅନ୍ୟ ରାଜ୍ୟଗୁଡିକ ତୁଳନାରେ ଅଧିକ ଥିବା ଜଣାପଡିଛି ।
ଉତ୍ତରପ୍ରଦେଶ- ୬୩.୬୯ ପ୍ରତିଶତ
ପଶ୍ଚିମବଙ୍ଗ-୮୧ ପ୍ରତିଶତ
ନାଗଲାଣ୍ଡ-୭୮ ପ୍ରତିଶତ
ମେଘାଳୟ-୫୫ ପ୍ରତିଶତ
ମହାରାଷ୍ଟ୍ର-୫୫.୭୮ ପ୍ରତିଶତ
ଉତ୍ତରାଖଣ୍ଡ-୫୮ ପ୍ରତିଶତ
ମଣିପୁର-୭୨.୦୨ପ୍ରତିଶତ
ମିଜୋରାମ-୬୦ ପ୍ରତିଶତ
ତ୍ରିପୁରା-୮୧.୦୮ ପ୍ରତିଶତ
ଓଡିଶା-୬୮ ପ୍ରତିଶତ(ସଂଧ୍ୟା ୬ଟା ସୁଦ୍ଧା)

Loading...
>