କଂଗ୍ରେସର ଖଣ୍ଡପଡା ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର : ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଖଣ୍ଡପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି । ଏହି ଆସନରୁ କଂଗ୍ରେସ ପକ୍ଷରୁ ବସନ୍ତ କୁମାର ମହାରଣା ନିର୍ବାଚନ ଲଢିବେ ।ଏଠାରେ ଆଜି ପ୍ରାର୍ଥୀପତ୍ର ଦାଖଲ ଶେଷ ତାରିଖ ଥିବାରୁ ଆଜି ପ୍ରାର୍ଥୀପତ୍ର ଦାଖଲ କରିବା ସୁନିଶ୍ଚତ ବୋଲି ଜଣାପଡିଛି ।

Loading...
>