ବିଜେଡିର ଚମ୍ପୁଆ ପ୍ରାର୍ଥୀଙ୍କ ନାମ ଘୋଷଣା

ଭୁବନେଶ୍ୱର: ବହୁ ପ୍ରତୀକ୍ଷାର ଅନ୍ତ ପରେ ଆଜି ବିଜୁ ଜନତା ଦଳ କେନ୍ଦୁଝର ଜିଲ୍ଲା ଚମ୍ପୁଆ ବିଧାନସଭା ଆସନ ପାଇଁ ବିଧାୟକ ପ୍ରାର୍ଥୀ ଘୋଷଣା କରିଛି । ଦଳ ଏଠାରୁ ମୀନାକ୍ଷୀ ଅମାନ୍ତଙ୍କୁ ପ୍ରର୍ଥୀ କରିଛି ।
Loading...
>