ଆଉ ୯ ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେଡି

ଭୁବନେଶ୍ୱର: ଆଗାମୀ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ ରବିବାର ୯ ଆସନ ପାଇଁ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀ ଘୋଷଣା କରିଛନ୍ତି। କେଉଁ ନିର୍ବାଚନ ମଣ୍ଡଳୀରୁ କିଏ ବିଜେଡିର ପ୍ରାର୍ଥୀ ହୋଇଛନ୍ତି, ନିମ୍ନରେ ତାଲିକା ପ୍ରଦତ୍ତ କରାଯାଇଛି।

୧) କାକଟପୁର: ସୁରେନ୍ଦ୍ର ସେଠୀ,୨) ନୀଳଗିରି: ସନ୍ତୋଷ ଖଟୁଆ,୩) ଧାମନଗର: ରାଜେନ୍ଦ୍ର କୁମାର ଦାସ,୪) ନିଆଳି: ପ୍ରମୋଦ ମଲ୍ଲିକ,୫) ବାଲିକୁଦା-ଏରସମା: ରଘୁନନ୍ଦନ ଦାସ, ୬) ଜଗତସିଂହପୁର: ପ୍ରଶାନ୍ତ ମୁଦୁଲି,୭) ପିପିଲି: ପ୍ରଦୀପ ମହାରଥୀ ,୮) ଆନନ୍ଦପୁର: ଭାଗିରଥୀ ସେଠୀ

Loading...
>