ପୁଣି ବାରଣାସୀରୁ ଲଢିବେ ମୋଦି, ଗାନ୍ଧୀନଗରରୁ ଲଢିବେ ଅମିତ ଶାହା

ନୂଆଦିଲ୍ଲୀ : ବହୁ କଳ୍ପଜଳ୍ପନା ପରେ ଆଜି ଭାରତୀୟ ଜନତା ପାର୍ଟି ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ଏଥିରେ ୧୮୪ ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିଛନ୍ତି । ପୂର୍ବପୁରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରଣାସୀ ନିର୍ବାଚନ ଲଢିବେ । ସେହିପରି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଗାନ୍ଧୀନଗରରୁ ନିର୍ବ ।ଚନ ଲଢିବେ । ଏବେ ଏଠାରେ ଆଡଭାନୀ ସାଂସଦ ଅଛନ୍ତି । ସେହିପରି ସ୍ମୃତି ଇରାନୀ ପୁଣିଥରେ ଆମେଥୀରୁ ରାହୁଲଙ୍କ ବିପକ୍ଷରେ ନିର୍ବାଚନ ଲଢିବେ । ରାଜନାଥ ସିଂ ମଧ୍ୟ ପୂର୍ବପରି ଲକ୍ଷେ୍ନା÷÷ରୁ ନିର୍ବାଚନ ଲଢିବେ । ମଥୁରା ସିନେ ଅଭିନେତ୍ରୀ ହେମା ମାଲିନୀ ପୂର୍ବପରି ନିର୍ବାଚନ ଲଢିବେ ।

ବାରଣାସୀ-ନରେନ୍ଦ୍ର ମୋଦୀ,ଲକ୍ଷ୍ନୌ-ରାଜନାଥ ସିଂହ, ଅମେଠୀ-ସ୍ମୃତି ଇରାନୀ, ମୁଜଫରନଗର-ସଞ୍ଜିବ ବାଲ୍ୟାନ, ଗାଜିୟାବାଦ-ବିକେ ସିଂବ,ଗୌତମବୁଦ୍ଧ ନଗର-ମହେଶ ଶର୍ମା, ମଥୁରା-ହମା ମାଲିନୀ, ଆଗ୍ରା-ଏସପି ସିଂହ ବଘେଲା, ଉନ୍ନାଓ-ସାକ୍ଷୀ ମହାରାଜ, ବାଗପତ-ସତ୍ୟାପଳ ସିଂହ, ଅଲିଗଡ଼-ସତୀଶ ଗୌତମ, ଏଟା-ରଣବୀର ସିଂହ, ଗାଜିପୁର- ମନୋଜ ସିହ୍ନା, ହରଦୋଇ-ଜୟପ୍ରକାଶ ରାୱତ, ମୁରାଦାବାଦ-କୁଅଂର ସର୍ବେଶ ସିଂହ, ଫେତପୁର ସୀକରୀ-ରାଜକୁମାର ଚହଲବଦାୟୁଂ-ସଂଘମିତ୍ରା ମୌର୍ଯ୍ୟା,

Loading...
>