ସୋନୁ ନିଗମ ଅସୁସ୍ଥ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଗାୟକ ସୋନୁ ନିଗମ ଅସୁସ୍ଥ ହୋଇପଡିଛନ୍ତି। ସୋନୁଙ୍କ ସ୍କିନ୍‌ରେ ଆଲର୍ଜି ଦେଖାଦେବାକୁ ତାଙ୍କୁ ମୁମ୍ବାଇ ନାନାବତୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ICUରେ ଦୁଇଦିନ ରହି ଚିକିତ୍ସିତ ହେବା ପରେ ଏବେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Loading...
>