ଆରପାରିରେ ଆମେରିକାର ଏହି ପୂର୍ବତନ ରାଷ୍ଟ୍ରପତି
News December 1, 2018
ଟେକ୍ସାସ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ଏଚ୍ ଡବ୍ଲୁ ବୁଶଙ୍କର ଶୁକ୍ରବାର ୯୪ ବର୍ଷ ବୟସରେ ପରଲୋକ ହୋଇଛି। ସେ ଆମେରିକାର ୪୧ତମ ରାଷ୍ଟ୍ରପତି ଭାବେ ଶାସନ ଭାର ସମ୍ଭାଳିଥିଲେ। ତାଙ୍କର ପ୍ରବକ୍ତା ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ବେଶ୍ କିଛିଦିନ ହେବ ବୁଶ୍ ଅସୁସ୍ଥ ଥିଲେ।
Loading...