ଅଭିନେତ୍ରୀ ଗିରଫ

ନୂଆଦିଲ୍ଲୀ: ମରାଠୀ ଅଭିନେତ୍ରୀ ସାରା ଶ୍ରବଣଙ୍କ ବିରୋଧରେ ତାଙ୍କ ସାଥୀ ଅଭିନେତା ୧୫ଲକ୍ଷ ଟଙ୍କା ହଡ଼ପ କରିଥିବାର ଅଭିଯୋଗ କରିଛନ୍ତି। ପୁଣେ ପୋଲିସ୍ ମଧ୍ୟ ସାରାଙ୍କୁ ଏହି ମାମଲାରେ ଗିରଫ କରିଛି। ଏହି ମାମଲାରେ ଏ​ବେ ଯାଏଁ ୪ଜଣଙ୍କୁ ଗିରଫ କରାଯାଇଛି। ପୋଲିସର କହିବା ଅନୁସାରେ ସାରା ଅଭିନେତା ସୁଭାଷ ଯାଦବଙ୍କ କାମ କରିଥିଲେ ଏବଂ ଫିଲ୍ମ ରିଲିଜ ହେବା ପରେ ତାଙ୍କ ବିରୋଧରେ ଅସଦାଚରଣ ମାଲା ରୁଜୁ କରିଥିଲେ।

Loading...
>