fbpx
Home News

News

ଭୀମସାର, ଏମ୍‌କେସିଜିରେ ଖୁବଶିଘ୍ର କୋଭିଡ୍-୧୯ ଟେଷ୍ଟିଂ ସେଣ୍ଟର

ଭୁବନେଶ୍ବର ୦୬.୦୪- କୋଭିଡ୍ -୧୯ ବା କରୋନା ଭାଇରସ୍‌ର ମୁକାବିଲା ଲାଗି କୌଣସି ବି ଗୋଟିଏ ବିକଳ୍ପକୁ ଛାଡୁ ନାହାନ୍ତି ରାଜ୍ୟ ସରକାର । ମହାମାରୀ ଭୂତାଣୁକୁ ସଂପୂର୍ଣ୍ଣ ଚେକ୍‌ ଦେବାକୁ ଚିକିତ୍ସା...

କୋଭିଡ-୧୯: ହସ୍ପିଟାଲରେ ଭର୍ତ୍ତି ହେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ଲଣ୍ଡନ: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ କରୋନାରେ ପୀଡ଼ିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ମିଳିଛି । ସୂଚନାଯୋଗ୍ୟ, ଗତ ମାସରେ ପ୍ରଧାନମନ୍ତ୍ରୀଙ୍କ ରିପୋର୍ଟ...

କୋଭିଡ୍-୧୯ ବିରୋଧରେ ହଜାର ହଜାର ପୋଲିସ କର୍ମଚାରୀ ବ୍ୟକ୍ତିଗତ ଓ ପାରିବାରିକ ବଳିଦାନ ଦେଉଛନ୍ତି: ନବୀନ ପଟ୍ଟନାୟକ

ଭୁବନେଶ୍ବର: କରୋନା ବା କୋଭିଡ୍- ୧୯ ବିରୋଧରେ ଜାରି ରହିଥିବା ସଂଗ୍ରାମରେ କାର୍ଯ୍ୟରତ ହଜାର ହଜାର ପୋଲିସ୍ କର୍ମଚାରୀଙ୍କୁ ପ୍ରଂଶସା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ସେ ଟ୍ବିଟ୍‌ରେ ଲେଖିଛନ୍ତି, କୋଭିଡ-୧୯ ଆମର ସଂଗ୍ରାମରେ...

କରୋନା: ଦେଶରେ ୧୦୦ ଛୁଇଁଲା ମୃତ୍ୟୁସଂଖ୍ୟା, ୪୦୦୦ ସଂକ୍ରମିତ

ନୂଆଦିଲ୍ଲୀ:  ଚୀନରୁ ସାରା ବିଶ୍ୱକୁ ବ୍ୟାପିଥିବା କରୋନା ଭାଇରସ ଆତଙ୍କ ସୃଷ୍ଟି କରିବାରେ ଲାଗିଛି । ଭାରତରେ ମଧ୍ୟ ଏହା ତାଣ୍ଡବ ରଚିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ ଏପ୍ରିଲ ୬...

କେବଳ ଲାଇଟ୍ ବନ୍ଦ କରନ୍ତୁ, ଆଉ ସବ୍ ଅନ୍ ରଖନ୍ତୁ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ ଆଜି ରାତି ୯ଟାରୁ ୯ ମିନଟ୍ ପର୍ଯ୍ୟନ୍ତ ସାରା ଦେଶରେ ଲୋକେ ସ୍ୱତଃସ୍ଫୂର୍ତ୍ତ ଭାବେ ଘରେ ବିଜୁଳି ବତୀ ବନ୍ଦ କରିବେ। ତେବେ ଏହି ସମୟରେ...

କଳାହାଣ୍ଡି କରୋନା ଆକ୍ରାନ୍ତଙ୍କ ଗାଁ ସିଲ୍‌

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲାରୁ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ରାତିରେ ଏହି ଖବର ଆସିଥିଲା। ଏହାପରେ ଆଜି ଆକ୍ରାନ୍ତଙ୍କ ଗାଁକୁ ସିଲ୍ କରି ଦେଇଛି ଜିଲ୍ଲା ପ୍ରଶାସନ। ତା’ସହିତ ଉକ୍ତ...

ଏଲଓସିରେ ୨୪ ଘଣ୍ଟାରେ ୯ ଆତଙ୍କବାଦୀ ସଫା

ଶ୍ରୀନଗର:  ଗତ ୨୪ ଘଣ୍ଟା ମଧ୍ୟରେ ଜମ୍ମୁ-କାଶ୍ମୀର ସ୍ଥିତ ନିୟନ୍ତ୍ରଣ ରେଖା ବା ଏଲଓସିରେ ଭାରତୀୟ ସେନା ୯ଜଣ ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଛି । ରବିବାର ଆତଙ୍କବାଦୀଙ୍କ ଏକ ଦଳ...

ଲକଡାଉନ୍ ଉଲଙ୍ଘନ : ରାଜ୍ୟର ବିଭିନ୍ନ ସ୍ଥାନରେ ୨୪୫ଜଣଙ୍କ ବିରୋଧରେ ମାମଲା

ଭୁବନେଶ୍ୱର:  କରୋନା ଭାଇରସକୁ ନେଇ ସାରା ଦେଶକୁ ଲକଡାଉନ ଘୋଷଣା କରାଯାଇଛି । ଏହି ସମୟରେ ସଂକ୍ରମଣକୁ ରୋକିବା ପାଇଁ ସାଧାରଣ ଲୋକଙ୍କୁ ଘରୁ ନ ବାହାରିବା ପାଇଁ କଡା ନିର୍ଦ୍ଦେଶ ଦିଆଯାଉଛି...

କରୋନା ପଜିଟିଭି ଡାକ୍ତର ଦମ୍ପତ୍ତି ହେଲେ ପିତାମାତା

ନୂଆଦିଲ୍ଲୀ : କରୋନା ଭାଇରସ ପାଇଁ ଦେଶରେ ଲକଡାଉନ ଜାରି ରହିଥିବା ବେଳେ ନିଜକୁ ବଞ୍ଚାଇବା ପାଇଁ ଲୋକମାନେ ନିଜ ନିଜ ଘରୁ ବାହାରୁନାହାନ୍ତି । ଏହି ଅବସରର ଏକ ଖୁସି ଖବର...

ସଚେତନତା ରୋକିପାରିବ କରୋନା ସଂକ୍ରମଣ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନା ସଂକ୍ରମଣକୁ କେବଳ ସଚେତନତା ଦ୍ୱାରା ରୋକାଯାଇପାରିବା। କରୋନାକୁ ଡରିବାର ନାହିଁ। ଏଥିପ୍ରତି ଆମକୁ ସାବଧାନ ହେବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ କହିଛନ୍ତି। ଶନିବାର ଜନସାଧାରଣଙ୍କୁ ନିବେଦନ କରି...

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫୦୦ ଟପିଲା, ଗୋଟିଏ ଦିନରେ ସର୍ବାଧିକ ୪୭୮ ଲୋକ ଆକ୍ରାନ୍ତ

ନୂଆଦିଲ୍ଲୀ : ଭାରତରେ କରୋନା ଭାଇରସ୍ ସଂକ୍ରମଣ କ୍ରମାଗତ ଭାବେ ବୃଦ୍ଧି ପାଉଛି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ସମଗ୍ର ଦେଶରେ କରୋନା ରୋଗରେ ପଜିଟିଭ ମାମଲା ୨୫୪୭କୁ ବୃଦ୍ଧି...

କରୋନା ପ୍ରତିବନ୍ଧକ : ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଚୁଇଙ୍ଗମ୍ ବିକ୍ରି ନିଷେଧ

ଚଣ୍ଡିଗଡ଼  : କରୋନାକୁ ନିୟନ୍ତ୍ରଣ କରିବା ପାଇଁ ହରିୟାଣା ସରକାର ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଚୁଇଙ୍ଗମ୍ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ସରକାର କହିଛନ୍ତି ଯେ ଲୋକମାନେ ଚୁଇଙ୍ଗମ୍ ଖାଇ...
- Advertisment -

Most Read

ରାଜ୍ୟରେ ପ୍ରଥମ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ମହାମାରୀ କରୋନା ରାଜ୍ୟରେ ପ୍ରଥମ ମୁଣ୍ଡ ନେଇଛି। ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ୭୨ ବର୍ଷୀୟ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ତାଙ୍କ ଘର ଭୁବନେଶ୍ୱରର ଝାରପଡ଼ା ଅଞ୍ଚଳରେ। ସେ ଏପ୍ରିଲ ୪...

ରାଜଧାନୀରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱରରେ ଆଜି ପୁଣି ଜଣେ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ତାଙ୍କ ଘର  ୟୁନିଟ୍‌ ୪ ମଧୁସୂଦନ ନଗରରେ। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ କରାଯାଇଛି। ଯୁବକ ଜଣକ ବୟସ...

କେନ୍ଦ୍ରାପଡାର ୧୨ ଗାଁ ୪୮ଘଣ୍ଟା ପାଇଁ ସିଲ୍‌

କେନ୍ଦ୍ରାପଡ଼ା: କେନ୍ଦ୍ରାପଡାର ଜଣେ ୩୨ ବର୍ଷୀୟ ଯୁବକ କରୋନା ପଜିଟିଭ୍  ଚିହ୍ନଟ ହୋଇଛନ୍ତି। ଏହି ଯୁବକ ଜଣକ ଗତ ମାସ ୨୪ ତାରିଖରେ ଦୁବାଇରୁ ଫେରିଥିଲେ । ଏହି ସଂକ୍ରମିତ ଯୁବକ ଜଣକ...

ରିଲିଜ ହେଲା “ମୁସ୍କୁରାଏଗା ଇଣ୍ଡିଆ…ଫିର୍ ଜିତ ଜାଏଗା ଇଣ୍ଡିଆ’, ଭିଡିଓ ସେୟାର ବଲିଉଡ ଆକ୍ଟରଙ୍କୁ ସଲାମ ଜଣାଇଲେ ମୋଦି

ବିଶ୍ୱରେ କରୋନା ଭାଇରସର ପ୍ରକୋପକୁ ନଜର ରଖି ଫିଲ୍ମ ଜଗତର ଜଣାଶୁଣା ଅଭିନେତାଅଭିନେତ୍ରୀ ଏକଜୁଟ୍ ହୋଇଥିବା ଦର୍ଶାଇଛନ୍ତି । କରୋନାକୁ ନେଇ ଲୋକଙ୍କ ମଧ୍ୟରେ ଡରକୁ ଦୂର କରିବା ପାଇଁ "ମୁସ୍କୁରାଏଗା ଇଣ୍ଡିଆ...ଫିର୍...
>