ପ୍ରଡକ୍ଟ ଡିଜାଇନର୍ ହେବାକୁ ଚାହୁଁଛନ୍ତି କି ?

ଶିଳ୍ପ କ୍ଷେତ୍ରରେ ଆସୁଥିବା ନୂଆ ଟ୍ରେଣ୍ଡ ସହିତ ଇଣ୍ଡଷ୍ଟ୍ରି ସହ ଜଡ଼ିତ ସମସ୍ତ ନୂଆ ଟ୍ରେଣ୍ଡ ବିଷୟରେ ଦୃଷ୍ଟି ରଖିବା ହେଉଛି ପ୍ରଡକ୍ଟ ଡିଜାଇନରମାନଙ୍କର କାମ । ଏହାବ୍ୟତୀତ ଡିଜାଇନ୍ର ପ୍ୟାକେଜିଂର ନୂଆ ଟ୍ରେଣ୍ଡ ସହ ବ୍ରାଣ୍ଡିଂ, ମାର୍କେଟିଂ ଏବଂ ଲାଇଫ୍ ଷ୍ଟାଇଲ୍ ଉପରେ ମଧ୍ୟ ଜ୍ଞାନ ରହିଥିବା ଦରକାର । ତେବେ ଏଥିାଇଁ କେଉଁ କୋର୍ସ କରିବେ ଏବଂ କେଉଁ ବିଷୟ ପ୍ରତି ଦୃଷ୍ଟି ନିମ୍ନରୁ ଜାଣନ୍ତୁ ।
ପ୍ରଡ଼କ୍ଟ ଡିଜାଇନ୍ର ଯେ କେବଳ ପ୍ରଡ଼କ୍ଟ ଡିଜାଇନ୍ କରେ ତାହା ନୁହେଁ, ଏହା କିରି କାର୍ଯ୍ୟ କରେ, ଏହାର ଆକାର ଏବଂ ମ୍ୟାଟେରିଆଲ୍ କଣ୍ଟେଣ୍ଟ ମଧ୍ୟ ପ୍ରଡ଼କ୍ଟ ଡିଜାଇନ୍ର ହିଁ ଚୟନ କରିଥାଏ । ଯାହାଦ୍ୱାରା ଉକ୍ତ ପ୍ରଡ଼କ୍ଟଟି ଆକର୍ଷଣୀୟ ଦେଖାଯିବ । ତାକୁ ପ୍ରଡ଼କ୍ଟର ଭାଲ୍ୟୁ ଆଡିସନ୍ ଉପରେ ମଧ୍ୟ ଯଥେଷ୍ଟ ଧ୍ୟାନ ଦେବାକୁ ପଡ଼ିଥାଏ । ବିଭିନ୍ନ ପ୍ରକାର କଞ୍ଜ୍ୟୁମର୍ ଗୁଡ୍ସ ଯେପରି ଟୁଥ୍ପେଷ୍ଟ ଟ୍ୟୁବ୍, ସାବୁଦାନା, କଣ୍ଡିସନର୍ ବଟଲ ଭଳି ଉତ୍ପାଦ ସହ ଲାପ୍ଟପ୍, ମୋବାଇଲ୍ ଫୋନ୍ ଆଦିର ଡିଜାଇନ୍ କାର୍ଯ୍ୟ ମଧ୍ୟ ଅନ୍ତର୍ଭୁକ୍ତ ଅଟେ । ବର୍ତ୍ତମାନ ପ୍ରଡ଼କ୍ଟ ଡିଜାଇନର୍ମାନେ ମେଡ଼ିକାଲ୍ ମିଳିବ । ଅନ୍ତର୍ଜାତୀୟ ସ୍ତରରେ ଆପଣ ଉନ୍ନତ ପ୍ରଦର୍ଶନ କରିାରିବେ । ଡିଜାଇନ୍ ପୋର୍ଟଫୋଲିଓ ଦେଖାଇ ଅନେକ ନାମୀଦାମୀ କମ୍ପାନୀରେ ଆପଣଙ୍କୁ ନିଯୁକ୍ତି ମିଳିାରିବ । ପ୍ରାଥମିକ ସ୍ତରରେ ଆପଣ ୨୦,୦୦୦ ଇକ୍ୱି୍ମେଣ୍ଟଗୁଡ଼ିକର ଡିଜାଇନ୍ ମଧ୍ୟ କରୁଛନ୍ତି ।
ପରିବର୍ତ୍ତିତ ଟ୍ରେଣ୍ଡ: ଏହି ପାଠ୍ୟକ୍ରମରେ ଡିପ୍ଲୋମା କିମ୍ବା ଡିଗ୍ରୀ ହାସଲ କରି କାର୍ଯ୍ୟ ଆରମ୍ଭ କରିହେବ । କୌଣସି ଡିଜାଇନ୍ର ପାଇଁ ପ୍ରଡ଼କ୍ସନ ପ୍ରୋସେସ୍ ସମ୍ପର୍କରେ ଜ୍ଞାନ ରହିଥିବା ନିତାନ୍ତ ଜରୁରୀ । ଏହାସହ ଇଣ୍ଡଷ୍ଟ୍ରି ସହ ଜଡ଼ିତ ସମସ୍ତ ଅପଡେଟ୍ ବିଷୟରେ ମଧ୍ୟ ଜାଣିବା ଦରକାର । ଏହାବ୍ୟତୀତ ଡିଜାଇନ୍ର ପ୍ୟାକେଜିଂର ନୂଆ ଟ୍ରେଣ୍ଡ ସହ ବ୍ରାଣ୍ଡିଂ, ମାର୍କେଟିଂ ଏବଂ ଲାଇଫ୍ ଷ୍ଟାଇଲ୍ ଉପରେ ଜ୍ଞାନ ରହିଥିବା ଦରକାର ।


କୋର୍ସ: ପ୍ରଡକ୍ଟ ଡିଜାଇନର୍ ବ୍ୟାଚଲର୍ ଡିଗ୍ରୀ କରିବା ପାଇଁ ସିବିଏସ୍ଇ, ଆଇସିଏସ୍ଇ କିମ୍ବା ଅନ୍ୟ କୌଣସି ବୋର୍ଡରୁ ଦ୍ୱାଦଶ ପାସ୍ କରିଥିବା ଦରକାର । ଅନ୍ୟପକ୍ଷରେ ପୋଷ୍ଟ ଗ୍ରାଜୁଏସନ୍ କିମ୍ବା ଡିପ୍ଲୋମା କୋର୍ସ କରିବା ପାଇଁ ଯୋଗ୍ୟତା ସ୍ନାତକ ହେବା ଦରକାର । ପ୍ରଡ଼କ୍ଟ ଡିଜାଇନ୍ରେ ଆପଣ ୩ ରୁ ୪ ବର୍ଷର ଗ୍ରାଜୁଏସନ୍ କୋର୍ସ କରିାରିବେ । ଏହାଛଡ଼ା ଦେଢ଼ ଏବଂ ୨ ବର୍ଷର ପିଜି କୋର୍ସ ମଧ୍ୟ ଉପଲବ୍ଧ ଅଛି । ପ୍ରବେଶିକା ପରୀକ୍ଷା ମାଧ୍ୟମରେ ହିଁ ଆପଣ ନାମ ଲେଖାଇପାରିବେ ।
ନିଯୁକ୍ତି ସୁଯୋଗ: ପ୍ରଡ଼କ୍ଟ ଡିଜାଇନିଂ କୋର୍ସର ସମାପ୍ତି ପରେ ଆପଣଙ୍କୁ ଅନେକ ବହୁରାଷ୍ଟ୍ରୀୟ କମ୍ପାନୀରେ ନିଯୁକ୍ତି ସୁଯୋଗ ଟଙ୍କା କିମ୍ବା ଏହାଠାରୁ ଅଧିକ ବେତନ ପାଇପାରିବେ । ଅଭିଜ୍ଞତା ବଢ଼ବା ପରେ ବେତନରେ
ବୃଦ୍ଧି ଘଟିଥାଏ ।
କେଉଁଠି କରିବେ କୋର୍ସ
-ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ ଡିଜାଇନ୍, ଅହମ୍ମଦାବାଦ୍
-ସେଣ୍ଟର ଫର୍ ପ୍ରଡ଼କ୍ଟ ଡିଜାଇନିଂ ଆଣ୍ଡ ମାନଫ୍ୟାକ୍ଚରିଂ, ବାଙ୍ଗାଲୋର୍
-ଆଇଆଇଏଲ୍ଏମ୍ ସ୍କୁଲ୍ ଅଫ୍ ଡିଜାଇନ୍, ଗୁରୁଗାଓଁ
-ସିମ୍ବୋସିସ୍ ସେଣ୍ଟର ଅଫ୍ ଡିଜାଇନ୍, ପୁଣେ
-କଲେଜ୍ ଅଫ୍ ଆର୍କିଟେକ୍ଟ, ନାସିକ
ଆସୋସିଏଟେଡ୍ କ୍ୟାରିୟର୍- କ୍ୟାରିୟର୍ ଏପରି କରିବା ଦରକାର ଯେଉଁଥିରେ ଆପଣଙ୍କ ପାଇଁ ଆସୋସିଏଟେଡ୍ କ୍ୟାରିୟର୍ ଉପଲବ୍ଧ ଥିବ । ପ୍ରଡ଼କ୍ଟ ଡିଜାଇନିଂରେ ଆସୋସିଏଟେଡ୍ କ୍ୟାରିୟର୍ର ଅନେକ ବିକଳ୍ପ ରହିଛି । ପ୍ରଡ଼କ୍ଟ ଡିଜାଇନିଂ ସହିତ ଗ୍ରାଡକ୍ ଡିଜାଇନ୍ର, କମର୍ସିଆଲ୍ ଆର୍ଟିଷ୍ଟ, କଷ୍ଟ ଏଷ୍ଟିମେଟର, ପ୍ରଡ଼କ୍ଟ ମାନୁଫ୍ୟାକ୍ଚରିଂ
ଆଦି କ୍ଷେତ୍ରରେ କାର୍ଯ୍ୟ କରିପାରିବେ ।

Loading...
>