fbpx
Home Entertainment ପୁନମଙ୍କ ହଟ୍ ଫଟୋସୁଟ୍, ଫଟୋ ହେଲା ଭାଇରଲ

ପୁନମଙ୍କ ହଟ୍ ଫଟୋସୁଟ୍, ଫଟୋ ହେଲା ଭାଇରଲ

ନିଜର ହଟ୍ ଫଟୋକୁ ନେଇ ସବୁବେଳେ ଚର୍ଚ୍ଚା ରହୁଥିବା ଅଭିନେତ୍ରୀ ପୁନ ପାଣ୍ଡେ ଏବେ ପୁଣି ସେହି ଫଟୋ ପାଇଁ ହିଁ ଚର୍ଚ୍ଚାକୁ ଆସିଛନ୍ତି । ଏହି ଫଟୋ ତାଙ୍କର ଲାଟେଷ୍ଟ ଫଟୋ ବୋଲି ଜଣାପଡିଛି । ଏହି ଫଟୋରେ ପୁନମ ସେକ୍ସି ସ୍ୱିମସୁଟ୍ ପିନ୍ଧିଥିବା ନଜର ଆସୁଛନ୍ତି । ଯେଉଁଥିରେ କି ସେ ହଟ୍ ପୋଜ୍ ଦେଉଛନ୍ତି ।

ପୁନମଙ୍କ ଏହି ଫଟୋ ଇଷ୍ଟ୍ରାଗ୍ରାମରେ ଅପଲୋଡ ହେବା ପରେ ତାଙ୍କର ଫୋଲର୍ସ ସଂଖ୍ୟା ୧.୮ ମିଲିୟନରେ ପହଞ୍ଚିିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ରାଜ୍ୟରେ ପ୍ରଥମ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ମହାମାରୀ କରୋନା ରାଜ୍ୟରେ ପ୍ରଥମ ମୁଣ୍ଡ ନେଇଛି। ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ୭୨ ବର୍ଷୀୟ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ତାଙ୍କ ଘର ଭୁବନେଶ୍ୱରର ଝାରପଡ଼ା ଅଞ୍ଚଳରେ। ସେ ଏପ୍ରିଲ ୪...

ରାଜଧାନୀରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱରରେ ଆଜି ପୁଣି ଜଣେ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ତାଙ୍କ ଘର  ୟୁନିଟ୍‌ ୪ ମଧୁସୂଦନ ନଗରରେ। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ କରାଯାଇଛି। ଯୁବକ ଜଣକ ବୟସ...

କେନ୍ଦ୍ରାପଡାର ୧୨ ଗାଁ ୪୮ଘଣ୍ଟା ପାଇଁ ସିଲ୍‌

କେନ୍ଦ୍ରାପଡ଼ା: କେନ୍ଦ୍ରାପଡାର ଜଣେ ୩୨ ବର୍ଷୀୟ ଯୁବକ କରୋନା ପଜିଟିଭ୍  ଚିହ୍ନଟ ହୋଇଛନ୍ତି। ଏହି ଯୁବକ ଜଣକ ଗତ ମାସ ୨୪ ତାରିଖରେ ଦୁବାଇରୁ ଫେରିଥିଲେ । ଏହି ସଂକ୍ରମିତ ଯୁବକ ଜଣକ...

ରିଲିଜ ହେଲା “ମୁସ୍କୁରାଏଗା ଇଣ୍ଡିଆ…ଫିର୍ ଜିତ ଜାଏଗା ଇଣ୍ଡିଆ’, ଭିଡିଓ ସେୟାର ବଲିଉଡ ଆକ୍ଟରଙ୍କୁ ସଲାମ ଜଣାଇଲେ ମୋଦି

ବିଶ୍ୱରେ କରୋନା ଭାଇରସର ପ୍ରକୋପକୁ ନଜର ରଖି ଫିଲ୍ମ ଜଗତର ଜଣାଶୁଣା ଅଭିନେତାଅଭିନେତ୍ରୀ ଏକଜୁଟ୍ ହୋଇଥିବା ଦର୍ଶାଇଛନ୍ତି । କରୋନାକୁ ନେଇ ଲୋକଙ୍କ ମଧ୍ୟରେ ଡରକୁ ଦୂର କରିବା ପାଇଁ "ମୁସ୍କୁରାଏଗା ଇଣ୍ଡିଆ...ଫିର୍...

Recent Comments

>